India 6G / 6G ଗ୍ଲୋବାଲ୍ ରେସ୍ରେ ଭାରତ; ଆହୁରି ଦ୍ରୁତ ଗତିରେ ଦୌଡ଼ିବ ଇଣ୍ଟରନେଟ୍
·1 hour ago·2 min read

Key Points
୫ଜି ପରେ ଏବେ ୬ଜି ପାଇଁ ପ୍ରସ୍ତୁତି ଆରମ୍ଭ
ଗ୍ଲୋବାଲ୍ ଟେକ୍ ରେସ୍ରେ ସାମିଲ ହେଲା ଭାରତ
ଗ୍ଲୋବାଲ୍ ଟେକ୍ ରେସ୍ରେ ସାମିଲ ହେଲା ଭାରତ
5G ଏବେ ସମ୍ପୂର୍ଣ୍ଣ ଭାବେ ପୁରୁଣା ହୋଇନି, କିନ୍ତୁ ସେପଟେ ଟେକ୍ନୋଲୋଜି ଦ୍ରୁତ ଗତିରେ ଆଗକୁ ବଢି 6Gର ପ୍ରସ୍ତୁତି ଆରମ୍ଭ କରିଛି । ଏହି ଗ୍ଲୋବାଲ୍ ରେସ୍ରେ ଭାରତ ପଛରେ ପଡ଼ିନି । ଏଣିକି ଆହୁରି ଦ୍ରୁତ ଗତିରେ ଦୌଡ଼ିବ ଇଣ୍ଟରନେଟ୍ । ଆଖି ପିଛୁଳାକେ ଡାଉନଲୋଡ୍ ହୋଇଯିବ ଭିଡିଓ । ଏହି ଦୌଡ଼ରେ ଭାରତ ସାମିଲ ହେବା ପରେ ମୋଟ ୨୬ ଦେଶ 6G ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ଫଳରେ ଆଗାମୀ କିଛି ବର୍ଷରେ ଇଣ୍ଟରନେଟ୍ର ସଂଯୋଗ ଆହୁରି ଉନ୍ନତ ହେବ ।
- 6G ରେସ୍ରେ ଭାରତର ଏଣ୍ଟ୍ରି
- ଦୌଡ଼ରେ ଅଛନ୍ତି ଏହି ୨୫ ଦେଶ
- ଭାରତର ନିଜସ୍ଵ 6G ମିଶନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଶ୍ଚର୍ଯ୍ୟ କରିଦେବ ବୈଜ୍ଞାନିକଙ୍କ ଏହି ଅଧ୍ୟୟନ; ଝାଳରୁ ଉତ୍ପନ୍ନ ହେବ ବିଦ୍ୟୁତ୍
ଜି-୨୦ ନବସୃଜନ ମନ୍ତ୍ରୀସ୍ତରୀୟ ଅଧିବେଶନରେ, ଭାରତ ଏବଂ ଆମେରିକା 6G ବ୍ୟତୀତ ସେମିକଣ୍ଡକ୍ଟର, ଏଆଇ ଏବଂ ଡାଟା ସେଣ୍ଟର ସମେତ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଭାରତ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ 2.0ରେ ଆମେରିକୀୟ ନିବେଶ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ଏହାସହିତ ଦୁଇ ଦେଶ ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇର ସୁରକ୍ଷିତ ବ୍ୟବହାର ସହିତ ଜଡିତ ନିୟମାବଳୀରେ ସହଯୋଗ ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

Related Topics
Explore more stories