Instagram Subscription / ଏବେ Instagram ଚଲାଇବାକୁ ଦେବାକୁ ପଡ଼ିବ କି ଟଙ୍କା ? ଆସିଲା ସବସ୍କ୍ରିପସନ ପ୍ଲାନ୍
·2 months ago·2 min read

Key Points
ମେଟା ଇନଷ୍ଟାଗ୍ରାମ ପାଇଁ ସବସ୍କ୍ରିପସନ ପ୍ଲାନ୍
ସବସ୍କ୍ରିପସନ କଲେ ଏହି ସୁବିଧା ପାଇବେ ୟୁଜର
ସବସ୍କ୍ରିପସନ କଲେ ଏହି ସୁବିଧା ପାଇବେ ୟୁଜର
ସୋସିଆଲ ମିଡିଆ ଜାଏଣ୍ଟ ମେଟା ନିଜର ଅନ୍ୟତମ ଲୋକପ୍ରିୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ ଏକ ନୂତନ ଦେୟଯୁକ୍ତ ସବସ୍କ୍ରିପସନ୍ ଯୋଜନା ଲଞ୍ଚ କରିଛି । Instagram Plus ନାମକ ଏହି ସେବା ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁମାନେ ସେମାନଙ୍କର ଆକାଉଣ୍ଟ ଉପରେ ଅଧିକ ନିୟନ୍ତ୍ରଣ ଏବଂ କିଛି ସ୍ୱତନ୍ତ୍ର ଫିଚର ଆବଶ୍ୟକ କରନ୍ତି । ଭାରତରେ ଏହାର ମୂଲ୍ୟ ପ୍ରତି ମାସରେ ₹୨୯୯ ରହିଛି ।
- ସବସ୍କ୍ରିପସନ କଲେ କଣ ଲାଭ ମିଳିବ ?
- କିଏ ଷ୍ଟୋରୀ ଦେଖୁଛି ଜାଣିପାରିବେ
- ସ୍ୱତନ୍ତ୍ର ଡିଜାଇନ୍ ଏବଂ କଷ୍ଟମାଇଜେସନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମେଟା କାହିଁକି ଇନଷ୍ଟାଗ୍ରାମ ପ୍ଲସ୍ ଆଣିଲା ?
ପଢନ୍ତୁ ଏହି ଖବର: ଅପେକ୍ଷାର ଅନ୍ତ; ଏବେ WhatsAppରେ ପଠାନ୍ତୁ ସିକ୍ରେଟ୍ ମେସେଜ୍..
- ୨୯୯ ଟଙ୍କା ଖର୍ଚ୍ଚ କରିବା ଉଚିତ କି ?
Related Topics
Explore more stories