Suzuki Ignis EV / ଆସିଲା ସୁଜୁକିର ସବୁଠୁ ଶସ୍ତା ଇଲେକଟ୍ରିକ୍ କାର; ଦାମ କେତେ ଜାଣନ୍ତୁ
·53 mins ago·3 min read

Key Points
ଗୋଟିଏ ଚାର୍ଜରେ ଯିବ ୩୧୦ କିଲୋମିଟର
ଅତ୍ୟାଧୁନିକ ଟେକନିକ୍ ସହ ଏକାଧିକ ସୁବିଧା
ସୁଜୁକିର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ କାର ଆସିଲା
ଅତ୍ୟାଧୁନିକ ଟେକନିକ୍ ସହ ଏକାଧିକ ସୁବିଧା
ସୁଜୁକିର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ କାର ଆସିଲା
ନୂଆଦିଲ୍ଲୀ: ଜାପାନର କାର ନିର୍ମାତା କମ୍ପାନୀ ସୁଜୁକି ବଜାରରେ ଶସ୍ତା ଇଲେକଟ୍ରିକ୍ କାର ପ୍ରଦର୍ଶିତ କରିଛି । ଯାହାର ନାମ ରହିଛି 'Maruti Ignis' । ଏହି କାରଟିର ଦାମ ଶସ୍ତା ଥିବାବେଳେ ବୃଦ୍ଧି ପାଉଥିବା ଚାହିଦାକୁ ନଜରରେ ରଖି ବଜାରକୁ ଆସିଛି । ସବୁଠୁ ଖାସ୍ କଥା ହେଉଛି, ଏହି କାରକୁ ଆପଣ ଥରେ ଚାର୍ଜ କଲେ ଏହା ୩୧୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି କାର ମଧ୍ୟରେ ଡ୍ରାଇଭରକୁ ମିଶାଇ ୪ଜଣ ଯାତ୍ରା କରିପାରିବେ ଓ କାର ମଧ୍ୟରେ ଅନେକ ଅତ୍ୟାଧୁନିକ ଫିଚର ପ୍ରଦାନ କରାଯାଇଛି ।
ଗତବର୍ଷ 'ଜାପାନ ମୋବିଲିଟି ଶୋ ୨୦୨୫'ରେ ଦେଖାଯାଇଥିବା Vision E-Sky କନସେପ୍ଟର ଏହା ଫାଇନାଲ ପ୍ରଡକ୍ସନ ଭର୍ସନ । ଏହି ଛୋଟ ଇଲେକଟ୍ରିକ୍ କାରଟି ଛୋଟ ପରିବାରଙ୍କ ପ୍ରଥମ ପସନ୍ଦ ହୋଇପାରେ । କାରର ଆକାର ଛୋଟ ଥିବା ସତ୍ତ୍ଵେ ଏଥିରେ ଅନେକ ଅତ୍ୟାଧୁନିକ ଫିଚର ପ୍ରଦାନ କରାଯାଇଛି । ଏହାର ରେଞ୍ଜ ବି ଜବରଦସ୍ତ ରହିଛି । ଏହି କାରରେ ୪ଜଣ ଯାତ୍ରୀ ବସି ଆରାମଦାୟକ ଯାତ୍ରା କରିପାରିବେ ।
ପଢନ୍ତୁ ଏହି ଖବର: ଅଧିକ ସ୍ପେସ୍ ଥିବା ୪ଟି CNG କାର୍: କମ୍ ଖର୍ଚ୍ଚରେ ଯାତ୍ରା ସହ ସାମଗ୍ରୀ ରଖିବାର ଚିନ୍ତା ଦୂର

- Suzuki Ignis EV: ବ୍ୟାଟେରୀ ଓ ରେଞ୍ଜ
- ଚାର୍ଜ ହେବାକୁ କେତେ ସମୟ ଲାଗିବ ?
ପଢନ୍ତୁ ଏହି ଖବର: ଅଧିକ ସ୍ପେସ୍ ଥିବା ୪ଟି CNG କାର୍: କମ୍ ଖର୍ଚ୍ଚରେ ଯାତ୍ରା ସହ ସାମଗ୍ରୀ ରଖିବାର ଚିନ୍ତା ଦୂର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆଉ କଣ ରହିଛି ଫିଚର ?

ଇଣ୍ଟେରିଅର କଥା କହିଲେ, ଏଥିରେ ସ୍ମାର୍ଟଫୋନ କନେକ୍ଟିଭିଟି ସହିତ ୧୦.୧ ଇଞ୍ଚର ବଡ଼ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସି୍ଟମ ରହିଛି । ଏହାସହିତ ୩-ସ୍ପୋକ୍ ଷ୍ଟିଅରିଂ ହ୍ଵିଲ୍ରେ ସମସ୍ତ ଜରୁରୀ ଫିଚରକୁ ନିୟନ୍ତ୍ରଣ କରିବା ଲାଗି ବଟନ୍ ଦିଆଯାଇଛି । ଫୋନ୍ ଚାର୍ଜ କରିବା ଲାଗି ୪୫ ୱାଟ୍ର ଏକ ଚାର୍ଜିଂ ପୋର୍ଟ ଦିଆଯାଇଛି । ଏଥିରେ ଭେଇକିଲ୍-ଟୁ-ଲୋଡ୍ ଚାର୍ଜିଂ ସମର୍ଥନ ମିଳେ, ଅର୍ଥାତ୍ ଆପଣ କାର ବ୍ୟାଟେରୀକୁ ନିଜର ଅନ୍ୟ ବୈଦ୍ୟୁତିକ ଉପକରଣ ଯେପରିକି ଫୋନ-ଲାପଟପ୍ ଆଦିକୁ ଅତି ସହଜରେ ଚାର୍ଜ କରିପାରିବେ ।
- ୨୦୨୭ରୁ ବିକ୍ରି ଆରମ୍ଭ
Related Topics
Explore more stories