Ganesh Puja Special Train / ଗଣେଶ ପୂଜା ଅବସରରେ ଚାଲିବ ୨୬୨ ସ୍ପେଶାଲ ଟ୍ରେନ୍; ଯାତ୍ରୀଙ୍କୁ ମିଳିବ ଜବରଦସ୍ତ ଫାଇଦା
·1 hour ago·2 min read

Key Points
ଗଣେଷ ପୂଜା ଉପଲକ୍ଷେ ରେଳବାଇ ୨୬୨ ଗଣପତି ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି। ଏହା ଯାତ୍ରୀଙ୍କୁ ରିହାତି ଭଡ଼ା ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ।
Indian Railways 262 puja special trains: ପାର୍ବଣ ଋତୁ ଆରମ୍ଭ ହୋଇଯିବା ସହିତ, ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଦିଆଯାଇଥାଏ ବିଶେଷ ସୁବିଧା। ଏହି ଅବସରରେ ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରିଥାଏ। ଏଥର ଗଣେଶ ପୂଜା ଅବସରରେ ଯାତ୍ରା କରୁଥିବା ବହୁ ସଂଖ୍ୟକ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ରେଳବାଇ ୨୬୨ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି। ଯାହା ଦ୍ୱାରା ବସ୍ ଏବଂ ଟ୍ରାଭେଲ୍ ଏଜେନ୍ସି ଭଡ଼ା ବୃଦ୍ଧିରୁ ଯାତ୍ରୀଙ୍କୁ ରକ୍ଷା ମିଳିବ। ରେଳବାଇର ଏହି ପଦକ୍ଷେପ ଦ୍ୱାରା ଯାତ୍ରୀଙ୍କୁ ଭଡ଼ା ବୃଦ୍ଧିରୁ ରକ୍ଷା ମିଳିବା ସହ ଏକ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ।
କେଉଁ ରୁଟ୍ ରେ ଚାଲିବ ଗଣେଶ ପୂଜା ସ୍ପେଶାଲ ଟ୍ରେନ୍?
ଗଣେଶ ଚତୁର୍ଥୀ ପାଇଁ ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ମୁଖ୍ୟତଃ ପୁଣେ, ମୁମ୍ବାଇ, କୋଙ୍କଣ ଅଞ୍ଚଳ, ନାଗପୁର ଏବଂ ଗୋଆ ମଧ୍ୟରେ ଯାତାୟତ ଉନ୍ନତ କରିବା ପାଇଁ ଚଳାଯାଉଛି। ରେଳବାଇର ଧ୍ୟାନ ସାୱନ୍ତୱାଡି ରୋଡ୍ ରୁଟ୍ ଉପରେ ରହିଛି। ଏହି ମାର୍ଗରେ ସର୍ବାଧିକ ସଂଖ୍ୟକ ଯାତ୍ରା ସହିତ ୧୧୨ ଟ୍ରେନ୍ ଯାତ୍ତା କରିବ। ରତ୍ନଗିରି ରୁଟ୍ ପାଇଁ ୬୪ ଟ୍ରେନ୍ ଏବଂ ମାଡଗାଓଁ ରୁଟ୍ ପାଇଁ ୨୪ ଟ୍ରେନ୍ ଚଳାଚଳ କରିବ। ୨୬୨ ଟ୍ରେନ୍ ମଧ୍ୟରୁ ୨୦୦ ହେଉଛି ସଂରକ୍ଷିତ ଟ୍ରେନ୍। ସେହିପରି ବାକି ୬୨ ଅଣସଂରକ୍ଷିତ ଟ୍ରେନ୍ ହେଉଛି ଏସି, ସ୍ଲିପର୍ ଏବଂ ସାଧାରଣ ଶ୍ରେଣୀର ରହିବ। ସେପ୍ଟେମ୍ବର ୯ ତାରିଖରୁ ସ୍ୱତନ୍ତ୍ର ଟ୍ରେନ ଏହାର ଧାର୍ଯ୍ୟ ମାର୍ଗରେ ଚଳାଚଳ ଆରମ୍ଭ ହେବ।
ଏହା ସହ ପଢନ୍ତୁ: ଗଣପତି ବପ୍ପାଙ୍କ ଲାଗି ହେଲା ମୋଟା ଅଙ୍କର ବୀମା; ପରିମାଣ ଶୁଣିଲେ ଉଡ଼ିଯିବ ହୋସ୍
କେତେ ରହିବ ଭଡ଼ା?
ଏକ ୪ ଜଣିଆ ପରିବାର ଏହି ସ୍ପେଶାଲ ଟ୍ରେନ୍ ରେ ୧ ହଜାରରୁ ୨୫୦୦ ଟଙ୍କାରେ ଅଣସଂରକ୍ଷିତ କିମ୍ବା ସ୍ଲିପର କ୍ଲାସ୍ ରେ ଯାତ୍ରା କରିପାରିବ। ବସ୍ କିମ୍ବା ଅନ୍ୟ ଟ୍ରାଭେଲ୍ ଏଜେନ୍ସି ସହାୟତାରେ ଯାତ୍ରା କରିବାକୁ ଥିବା ଲୋକଙ୍କ ପାଇଁ ଏହା ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଲାଭଦାୟକ ହେବ। ସାଧାରଣ ଦିନରେ ବସ୍ ଟିକେଟ ମୂଲ୍ୟ ୫ ଶହରୁ ୮୦୦ ଟଙ୍କା ରହିଥାଏ। ହେଲେ ପର୍ବପର୍ବାଣୀ ସମୟରେ, ଏହାର ମୂଲ୍ୟ ୨୫ ଶହରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories