Train Luggage Rule / ନିଜ ସହ ଟ୍ରେନରେ ଅଧିକ ଲଗେଜ୍ ନେଇ ଯାଉଛନ୍ତି କି ? ଆସିଲା ନୂଆ ନିୟମ
·1 hour ago·2 min read

Key Points
କଣ ଆପଣ ବି ଭାରି ଲଗେଜ୍ ସହିତ ଟ୍ରେନ ଚଢୁଛନ୍ତି ?
ତେବେ ଜାଣିରଖନ୍ତୁ ନୂତନ ରେଳ ନିୟମ
ଲଗେଜ୍ ବୁକିଂ ନିୟମରେ ହେଲା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ତେବେ ଜାଣିରଖନ୍ତୁ ନୂତନ ରେଳ ନିୟମ
ଲଗେଜ୍ ବୁକିଂ ନିୟମରେ ହେଲା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଅଧିକାଂଶ ଯାତ୍ରା କରନ୍ତି ଏବଂ ସାଥୀରେ ଅଧିକ ଲଗେଜ୍ ନେଇ ଯାଆନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂତନ ନିୟମ ଲାଗୁ କରିଛି । କନଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀମାନେ ଅନଲାଇନରେ ବ୍ୟକ୍ତିଗତ ଲଗେଜ୍ ବୁକ୍ କରିପାରିବେ। ଏହାର ଅର୍ଥ ହେଉଛି ଟ୍ରେନରେ କଷ୍ଟରେ ବହୁ ସାମଗ୍ରୀ ସାଙ୍ଗରେ ନେଇ ଯିବା ପରିବର୍ତ୍ତେ ଏହି କାମ ଅନଲାଇନରେ ହୋଇଯିବ । କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଅଧିକ ଟଙ୍କା ଖର୍ଚ୍ଚ ନକରି ଆପଣ କେତେ ଲଗେଜ୍ ନିଜ ସାଙ୍ଗର ନେଇଯାଇପାରିବେ ? ଆସନ୍ତୁ ଜାଣିବା ପ୍ରତ୍ୟେକ ଶ୍ରେଣୀର କୋଚରେ କେତେ ଲଗେଜ୍ ନେଇଯିବାର ଅନୁମତି ଅଛି ।
ପଢନ୍ତୁ ଏହି ଖବର: ଟ୍ରେନ୍ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ
- ଅନଲାଇନ୍ ଲଗେଜ୍ ବୁକିଂ
- ନୂତନ ନିୟମରେ କ’ଣ ପରିବର୍ତ୍ତନ ହୋଇଛି ?
ପଢନ୍ତୁ ଏହି ଖବର: ଟ୍ରେନ୍ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ
- କେଉଁ ଯାତ୍ରୀମାନେ ଏହି ସୁବିଧାର ଲାଭ ପାଇବେ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories