Indian Railways Rules / ୬ ମାସ ଜେଲ, ₹୨୦୦୦ ଜୋରିମାନା...ଟିକେଟ୍କୁ ନେଇ କରୁନାହାନ୍ତି ତ ଏହି ଭୁଲ୍ ?
·1 hour ago·2 min read

Key Points
ଟ୍ରେନରେ ତ ନିହାତି ଆପଣ ଯାତ୍ରା କରିଥିବେ
କିନ୍ତୁ ଜାଣିଛନ୍ତି ଏହାର କିଛି କଡା ନିୟମ
ନହେଲେ ଜେଲ୍ ଯିବେ, ତଣ୍ଡ ବି ଗଣିବେ
କିନ୍ତୁ ଜାଣିଛନ୍ତି ଏହାର କିଛି କଡା ନିୟମ
ନହେଲେ ଜେଲ୍ ଯିବେ, ତଣ୍ଡ ବି ଗଣିବେ
ନୂଆଦିଲ୍ଲୀ: ଭାରତରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ହେଲେ ପ୍ରଥମ ପସନ୍ଦ ପାଲଟେ ଟ୍ରେନ୍ । ଭାରତୀୟ ରେଳବାଇର ଯାତ୍ରୀମୁଖୀ ଯୋଜନା ଲାଗି ଅନେକ ପାଖ ସ୍ଥାନକୁ ଏଥିରେ ଯିବାକୁ ପସନ୍ଦ କରନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ଟ୍ରେନ୍ରେ ଯାତ୍ରା କରିଥାନ୍ତି । ତେବେ ଠକେଇକୁ ଏଡ଼ାଇବା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ରେଳବାଇ କିଛି ନିୟମ ସ୍ଥାପନ କରିଛି । ଯେଉଁଥିରେ ଯାତ୍ରୀମାନେ ସାଙ୍ଗରେ ନେଉଥିବା ଜିନିଷପତ୍ରଠାରୁ ଆରମ୍ଭ କରି ଏସି ଏବଂ ସ୍ଲିପର କୋଚରେ ଯାତ୍ରା କରିବା ପର୍ଯ୍ୟନ୍ତ ସାମିଲ ।
ଭାରତର ଅଧିକାଂଶ ଜନସଂଖ୍ୟା ଏବେ ବି ଟ୍ରେନରେ ଯାତ୍ରା କରନ୍ତି । କିପରି ସମସ୍ତଙ୍କ ଯାତ୍ରା ଏକ ସ୍ମରଣୀୟ ଯାତ୍ରା ରହିବ ଓ ଯାତ୍ରୀମାନେ ଯାତ୍ରାବେଳେ କୌଣସି ଅପ୍ରୀତିକର ଅନୁଭବକୁ ଏଡ଼ାଇବା ସେଥିପ୍ରତି ଇଣ୍ଡିଆନ ରେଲୱେ ବିଶେଷ ଦାୟିତ୍ଵ ଦେଇଥାଏ । କିଛି ନିୟମ ଏପରି ରହିଛି ଯାହାକୁ ଉଲ୍ଲଙ୍ଘନ କଲେ ଯାତ୍ରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏପରିକି ଯାତ୍ରୀମାନଙ୍କୁ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ ।
ପଢନ୍ତୁ ଏହି ଖବର: ଯଦି ଆପଣ ଛୋଟ ପିଲାମାନଙ୍କ ସହିତ ପାହାଡକୁ ଯିବାର ଯୋଜନା କରୁଛନ୍ତି, ତେବେ ଏହି ୭ଟି କଥା ମନେ ରଖନ୍ତୁ...

- ଅନ୍ୟ ଟିକେଟରେ ଯାତ୍ରା କରିପାରିବେ ନାହିଁ
- ଅତିରିକ୍ତ ଶୁଳ୍କ ୫୦୦ ଟଙ୍କା
- ୬ ମାସ ଜେଲଦଣ୍ଡ ହୋଇପାରେ
ପଢନ୍ତୁ ଏହି ଖବର: ଯଦି ଆପଣ ଛୋଟ ପିଲାମାନଙ୍କ ସହିତ ପାହାଡକୁ ଯିବାର ଯୋଜନା କରୁଛନ୍ତି, ତେବେ ଏହି ୭ଟି କଥା ମନେ ରଖନ୍ତୁ...
- ଏହି କଥା ମନେ ରଖନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories