Travel Trends 2026 / ବଦଳୁଛି ଭାରତୀୟଙ୍କ ଭ୍ରମଣ ରୁଚି, ୨୦୨୬ରେ ଟ୍ରେଣ୍ଡ୍ କରୁଛି 'Wellness' ଓ 'Solo' ଟ୍ରାଭେଲ୍
·Published on: 28 Nov 2026, 17:19:40 IST·3 min read

Key Points
୨୦୨୬ରେ ଭାରତୀୟଙ୍କ ଭ୍ରମଣ ରୁଚିରେ ବଡ଼ ପରିବର୍ତ୍ତନ ଆସିଛି। ୱେଲନେସ୍ ଟ୍ରାଭେଲ୍, ସୋଲୋ ଟ୍ରାଭେଲ୍, ସ୍ଲୋ ଟ୍ରାଭେଲ୍ ଓ ସାଇଲେଣ୍ଟ୍ ରିଟ୍ରିଟ୍ ପ୍ରତି ଆଗ୍ରହ ବଢ଼ୁଛି। ଏଥିସହ AI ଆଧାରିତ ଟ୍ରାଭେଲ୍ ପ୍ଲାନିଂ, ହିଡେନ୍ ଡେଷ୍ଟିନେସନ୍ ଓ ୱିକେଣ୍ଡ୍ ଗେଟୱେ ପର୍ଯ୍ୟଟନର ନୂଆ ଟ୍ରେଣ୍ଡ୍ ପାଲଟିଛି।
ଦିଲ୍ଲୀ: ଦିନକୁ ଦିନ ବଦଳିବାରେ ଲାଗିଛି ଭାରତୀୟ ପର୍ଯ୍ୟଟକଙ୍କ ଭ୍ରମଣ ରୁଚି। ସେମାନେ ଏବେ ପାରମ୍ପରିକ ଟ୍ରାଭେଲ ପ୍ଲାନିଂ (Travel Planning) ଛାଡ଼ି ଏପରି ସ୍ଥାନକୁ ଯିବାକୁ ପସନ୍ଦ କରୁଛନ୍ତି ଯେଉଁଠାରେ ସେମାନଙ୍କୁ ମାନସିକ ଶାନ୍ତି, ବ୍ୟକ୍ତିଗତ ବିକାଶ, ସ୍ୱାସ୍ଥ୍ୟ, ପ୍ରକୃତି ଏବଂ ସ୍ଥାନୀୟ ସଂସ୍କୃତି ସମ୍ପର୍କରେ କିଛି ଅଭିଜ୍ଞତା ହାସଲ କରାଯାଇ ପାରିବ। ଗୁଗୁଲ୍ ଟ୍ରେଣ୍ଡ୍ସ୍ (Google Trends) ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଯାତ୍ରୀଙ୍କ ପସନ୍ଦ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ୨୦୨୬ ପର୍ଯ୍ୟନ୍ତ ଲୋକେ ଆଉ କେବଳ ପର୍ଯ୍ୟଟନ ସ୍ଥାନ ବିଷୟରେ ସୂଚନା ମାଗୁନାହାଁନ୍ତି ବରଂ ସୋମାନେ Wellness Trips, Solo Travel, Slow Travel, Silent Retreats, Hidden Destinations ଆଦି ସ୍ଥାନ ପରିଦର୍ଶନ କରିବାକୁ ପସନ୍ଦ କରୁଛନ୍ତି। "Wellness Travel India" ପାଇଁ ହେଉଥିବା ସନ୍ଧାନ ୧୬୦୦ ପ୍ରତିଶତ ଏବଂ "Fitness Trip" ପାଇଁ ହେଉଥିବା ସନ୍ଧାନରେ ୯୫୦ ପ୍ରତିଶତ ବୃଦ୍ଧି ହୋଇଛି। AI-ଆଧାରିତ, Travel Planning ମଧ୍ୟ ବେଶ ଲୋକପ୍ରିୟ ହେବାରେ ଲାଗିଛି।
ବଢୁଛି Wellness and Fitness Travel ଚାହିଦା; Slow Travel ଏବଂ Silent Retreats ପାଇଁ ବଢୁଛି ଉତ୍ସାହ
Google Trends ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ସହିତ ଜଡି଼ତ ଯାତ୍ରାରେ ଦ୍ରୁତ ବୃଦ୍ଧି ଘଟିଛି। "Wellness Travel India" ପାଇଁ ହେଉଥିବା ଅନୁସନ୍ଧାନରେ (Search) ୧୬୦୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି "Fitness Travel" ପାଇଁ ହେଉଥିବା ଅନୁସନ୍ଧାନରେ ୯୫୦ ପ୍ରତିଶତ ବୃଦ୍ଧି ହୋଇଛି। ରିପୋର୍ଟ ଅନୁଯାୟୀ ଲୋକେ ଏବେ ଛୁଟିକୁ କେବଳ ମନୋରଞ୍ଜନ ସହିତ ନୁହେଁ, ବରଂ ଶାରୀରିକ ଏବଂ ମାନସିକ ସନ୍ତୁଳନ ସହିତ ମଧ୍ୟ ଯୋଡ଼ି ଦେଇଛନ୍ତି। ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ଇଚ୍ଛା ମଧ୍ୟ ବୃଦ୍ଧି ପାଇଛି। "Silent Retreats" ପାଇଁ ହେଉଥିବା ଅନୁସନ୍ଧାନରେ ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ "Slow Travel" କ'ଣ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏହି ତଥ୍ୟ ଦର୍ଶାଉଛି ଯେ ଯାତ୍ରୀ ସ୍ୱଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଦର୍ଶନ ଦେଖିବା ପରିବର୍ତ୍ତେ ଏକ ସ୍ଥାନକୁ ଗଭୀର ଭାବରେ ବୁଝିବା ଏବଂ ଅନୁଭବ କରିବାରେ ଆଗ୍ରହୀ ହେଉଛନ୍ତି।
ଏହା ସହ ପଢନ୍ତୁ: ଟ୍ରେନ ଯାତ୍ରା ପାଇଁ କେବେ ଆସିଥାଏ ସର୍ବୋତ୍ତମ ସମୟ?
Solo Travel ସହ Adventure Travel ଭଳି ଗନ୍ତବ୍ୟସ୍ଥଳକୁ ନେଇ ବଢୁଛି ଚାହିଦା
ରିପୋର୍ଟ ଅନୁଯାୟୀ, "Solo Travel Guide", "Best Places to Travel Solo", "Solo Travel Cost India" ଭଳି ଗନ୍ତବ୍ୟସ୍ଥଳ ସମ୍ପର୍କରେ ହେଉଥିବା ଅନୁସନ୍ଧାନ ମଧ୍ୟ ପ୍ରମୁଖ Trends ମଧ୍ୟରେ ରହିଥିଲା। ଏହି ସମୟରେ, "Travel Community" ପାଇଁ ସନ୍ଧାନ ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା ସମାନ ଆଗ୍ରହ ରଖୁଥିବା ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଯାତ୍ରୀଙ୍କ ଇଚ୍ଛାକୁ ଦର୍ଶାଉଛି।
କ'ଣ ରହିଛି ଚଳିତ ବର୍ଷର Trends
"Hiking Trails Near Me" ଏବଂ "Music Festival Travel" ଭଳି ସନ୍ଧାନ (Search) ଦ୍ରୁତ ଗତିରେ ବୃଦ୍ଧି ପାଇଛି। "'Hidden Gems India' ପାଇଁ ସନ୍ଧାନ ମଧ୍ୟ ୪୦୦ ପ୍ରତିଶତ ବୃଦ୍ଧି ପାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଢୁଛି ସ୍ୱଳ୍ପକାଳୀନ ଯାତ୍ରା ଚାହିଦା, ଯାତ୍ରା ଯୋଜନାରେ ବଢୁଛି AI ଭୂମିକା
ଘରୋଇ ପର୍ଯ୍ୟଟକଙ୍କ ମଧ୍ୟରେ ସ୍ୱଳ୍ପକାଳୀନ ଯାତ୍ରା (Small Trips) ଲୋକପ୍ରିୟ ହେବାରେ ଲାଗିଛି। "Weekend Getaways Near Me" ଏବଂ "Long Weekend Travel" ଭଳି ବିଷୟବସ୍ତୁ ପ୍ରତି ଲୋକଙ୍କ ଆଗ୍ରବ ବଢିବାରେ ଲାଗିଛି। "1 Day Trip Near Me" ପାଇଁ ହେଉଥିବା ସନ୍ଧାନରେ ୧୩୦ ପ୍ରତିଶତ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ଏହି ବର୍ଗରେ ଦେଶକୁ ନେତୃତ୍ୱ ଦେଇଛି। ରିପୋର୍ଟ ଅନୁଯାୟୀ, ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବାସସ୍ଥାନ ବାଛିବା ପାଇଁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
ଏହା ସହିତ "Best Pet Friendly Hotels", "Affordable Homestay", "Family Friendly Destinations" ଭଳି ଅନୁସନ୍ଧାନ ମଧ୍ୟ ବୃଦ୍ଧି ପାଇଛି। ଗତ ବର୍ଷ ମଧ୍ୟରେ "AI for Travel" ପାଇଁ ହେଉଥିବା ସନ୍ଧାନରେ ୬୦୦ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଲୋକେ ସୋସିଆଲ ମିଡିଆରେ ଦେଖାଯାଉଥିବା ଯାତ୍ରା ଧାରଣାକୁ ବାସ୍ତବ ଜୀବନ ଯାତ୍ରାରେ ପରିଣତ କରିବା, ଗନ୍ତବ୍ୟସ୍ଥଳ ବାଛିବା ଏବଂ ନୂତନ ସ୍ଥାନ ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ପାଇଁ AI-ଆଧାରିତ ଉପକରଣ ବ୍ୟବହାର କରୁଛନ୍ତି।