Vande Bharat Sleeper Train / ଗାଧୋଇବା ପାଇଁ ଗରମ ପାଣିଠୁ ଅନେକ କିଛି; ବନ୍ଦେ ଭାରତରେ ଲଗ୍ଜୁରୀ ସୁବିଧା
·1 day ago·3 min read

Key Points
ଏଣିକି ଆହୁରି ଆରାମଦାୟକ ହେବ ବନ୍ଦେ ଭାରତ ଯାତ୍ରା
ହୋଟେଲ୍ ପରି ମିଳିବ ଅନେକ କିଛି ସୁବିଧା
୧୬ ଘଣ୍ଟାରେ ୧୧୫୩ କିଲୋମିଟର ଯାତ୍ରା
ହୋଟେଲ୍ ପରି ମିଳିବ ଅନେକ କିଛି ସୁବିଧା
୧୬ ଘଣ୍ଟାରେ ୧୧୫୩ କିଲୋମିଟର ଯାତ୍ରା
ନୂଆଦିଲ୍ଲୀ: ଦଶହରା ପରେ ମୁମ୍ବାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ ହେବାକୁ ଯାଉଛି । ଏହି ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସରେ ମିଳିବ ବିମାନ ପରି ସୁବିଧା । ତେବେ ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ହେବ ଯାହାକି ମୁମ୍ବାଇରୁ ଚାଲିବ । ମୁମ୍ବାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ୧୧୫୩ କିଲୋମିଟର ଦୂର ଯାତ୍ରାକୁ ୨୪ ଘଣ୍ଟା ପରିବର୍ତ୍ତେ ୧୫ରୁ ୧୬ ଘଣ୍ଟାରେ ପୂରା କରିବ । ଏହି ଟ୍ରେନ୍ ଏଣିକି ଲମ୍ବା ଯାତ୍ରାକୁ ଆହୁରି ଆରାମଦାୟକ କରିବ ।
ଏସି ୨-ଟାୟାର: ୩୦୦୦ ଟଙ୍କା
ଏସି ଫାର୍ଷ୍ଟ କ୍ଲାସ୍: ୩୬୦୦ ଟଙ୍କା

ପଢନ୍ତୁ ଏହି ଖବର: ଟ୍ରେନ୍ ଟିକେଟ୍ ପାଇଁ ବୀମା ବାଧ୍ୟତାମୂଳକ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- କେତେବେଳେ ଚାଲିବ ଏହି ଟ୍ରେନ୍ ?
- ଚଳନ୍ତା ୫-ଷ୍ଟାର ହୋଟେଲ୍
- ଆନୁମାନିକ ଟ୍ରେନ୍ ଭଡ଼ା
ଏସି ୨-ଟାୟାର: ୩୦୦୦ ଟଙ୍କା
ଏସି ଫାର୍ଷ୍ଟ କ୍ଲାସ୍: ୩୬୦୦ ଟଙ୍କା

- ଖାଦ୍ୟରେ ଦେଶୀ ସ୍ୱାଦ ମିଳିବ
ପଢନ୍ତୁ ଏହି ଖବର: ଟ୍ରେନ୍ ଟିକେଟ୍ ପାଇଁ ବୀମା ବାଧ୍ୟତାମୂଳକ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବନ୍ଦେ ଭାରତର ସ୍ପିଡ୍ କେତେ ରହିବ ?
- ମିଳିବ ଏହି ପ୍ରିମିୟମ ସୁବିଧା
Related Topics
Explore more stories