Train Accident / ଟ୍ରେନ୍ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ
·5 hours ago·2 min read

Key Points
ଟ୍ରେନକୁ ମାରିଲା କରେଣ୍ଟ
ହଠାତ୍ କିଛି ବୁଝିପାରିଲେନି ଯାତ୍ରୀ
ଛାନିଆ ହୋଇ ଏଣେତେଣେ ଦୌଡ଼ିଲେ
ହଠାତ୍ କିଛି ବୁଝିପାରିଲେନି ଯାତ୍ରୀ
ଛାନିଆ ହୋଇ ଏଣେତେଣେ ଦୌଡ଼ିଲେ
କୋଲକାତା: ଟ୍ରେନରେ ହସଖୁସିରେ କିଏ ଭ୍ରମଣରେ ବାହାରିଥିଲା ତ ଆଉ କିଏ ଘରେ ପହଞ୍ଚିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲା । ହେଲେ ହଠାତ୍ ଏମିତି କିଛି ଘଟିଲା ଯେ ଯାତ୍ରୀମାନେ ଟ୍ରେନରୁ ବାହାରି ଏଣେତେଣେ ଦୌଡ଼଼ିବାକୁ ଲାଗିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କାରଣ ଟ୍ରେନକୁ ମାରିଥିଲା କରେଣ୍ଟ ।
ପଢନ୍ତୁ ଏହି ଖବର: B ମାନେ ଥାର୍ଡ ଏସି, A ମାନେ ସେକେଣ୍ଡ ଏସି...ତାହେଲେ AB କୋଚର ଅର୍ଥ କଣ ?
- କଣ ପୂରା ଘଟଣା ?
ओएचई (OHE) वायर में हुई दुर्घटना के बाद दक्षिणेश्वर रेलवे स्टेशन पर यात्रियों के बीच अफरा-तफरी मच गई। अचानक हुए घटनाक्रम से लोग घबरा गए और स्टेशन पर कुछ समय के लिए दहशत का माहौल बन गया। pic.twitter.com/rDwsGgjHtT
— The Nalanda Index (@Nalanda_index) July 30, 2026
- ଭିଡିଓରେ କଣ ଦେଖାଯାଉଛି ?
ପଢନ୍ତୁ ଏହି ଖବର: B ମାନେ ଥାର୍ଡ ଏସି, A ମାନେ ସେକେଣ୍ଡ ଏସି...ତାହେଲେ AB କୋଚର ଅର୍ଥ କଣ ?
- ସୋସିଆଲ ମିଡିଆ ୟୁଜର ରଖିଲେ ପ୍ରତିକ୍ରିୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories