Dog vs Cobra / ଫଣା ଟେକି ଚାହିଁଥିଲା କୋବ୍ରା; ମାଡ଼ିଗଲା ୯ ବର୍ଷର ଟମି...ଆଉ ଶେଷରେ
·1 month ago·2 min read

Key Points
ମାଲିକ ପାଇଁ ମରଣମୁହଁକୁ ଗଲା
ବିଷଧର ସହ ଘଣ୍ଟାଏ ଲଢିଲା
ଆଉ ଶେଷକୁ କୋବ୍ରାକୁ ମାରିଥିଲା ଟମି
ବିଷଧର ସହ ଘଣ୍ଟାଏ ଲଢିଲା
ଆଉ ଶେଷକୁ କୋବ୍ରାକୁ ମାରିଥିଲା ଟମି
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବଲିୟା ଜିଲ୍ଲାରେ ବେଲଥରା ରୋଡ୍ ନିକଟ ଦାନିଶ ଭଟ୍ଟାଙ୍କ ଘରେ ପଶୁଥିଲା ବିଷଧର ସାପ । ମାଲିକ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ଲାଗି ଟିକେ ବି ଭାବିନଥିଲା ୯ ବର୍ଷୀୟ ଏହି ସାହସୀ କୁକୁର । ସିଧା ନିଜ ଜୀବନ କଥା ନ ଭାବି ମରଣମୁହଁକୁ ଡେଇଁଥିଲା । ଦାନିଶଙ୍କ ଲାବ୍ରାଡୋର କୁକୁର 'ଟମି' ପ୍ରାୟ ଘଣ୍ଟାଏ କାଳ ସାପ ସହ ଲଢିଥିଲା । ଟମି ଶେଷରେ କୋବ୍ରାକୁ ମାରିଦେଇଥିଲା । ସଂଘର୍ଷ ବେଳେ ବାରମ୍ବାର ସାପଠୁ ଚୋଟ ଖାଉଥିଲେ ସୁଧା ହାର ମାନିନଥିଲା ।
ପଢନ୍ତୁ ଏହି ଖବର: ବାଥରୁମ ଭିତରେ ୭ ଫୁଟର ହିଂସ୍ର କୁମ୍ଭୀର; କବାଟ ଖୋଲିଲା ବେଳକୁ ଡରି ଛାନିଆ
- ଜଗୁଆଳ ସାଜିଥିଲା ଟମି
- କ୍ୟାମେରାରେ କଏଦ ବିଶ୍ଵସ୍ତ ସାଥୀର ଶେଷ ଲଢେଇ
ପଢନ୍ତୁ ଏହି ଖବର: ବାଥରୁମ ଭିତରେ ୭ ଫୁଟର ହିଂସ୍ର କୁମ୍ଭୀର; କବାଟ ଖୋଲିଲା ବେଳକୁ ଡରି ଛାନିଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଓଦା ଆଖିରେ ଟମିକୁ ଅଲବିଦା
Related Topics
Explore more stories