Viral Boss / ରୋଗାଗ୍ରସ୍ତ ପୁଅ ପାଇଁ ଦେଉଥିଲେ ଇସ୍ତଫା; ଗଲାନି ଚାକିରି, ମାସକୁ ମାସ ଦରମା ପଠାଇଲେ ବସ୍
·1 hour ago·3 min read

Key Points
ଅଫିସ୍ ପାଇଁ ଦେଇଥିଲେ ୧୦ବର୍ଷ
ରୋଗିଣା ପୁଅ ପାଇଁ ଛାଡ଼ିଥାନ୍ତେ ଚାକିରି
ଅସୁବିଧାର ପ୍ରକୃତ ଅର୍ଥ ବୁଝିଲେ ବସ୍
ପୁଅ ପାଖରେ ରହିବାକୁ କହିଲେ
ମାସକୁ ମାସ ପଠାଇଲେ ଦରମା
ରୋଗିଣା ପୁଅ ପାଇଁ ଛାଡ଼ିଥାନ୍ତେ ଚାକିରି
ଅସୁବିଧାର ପ୍ରକୃତ ଅର୍ଥ ବୁଝିଲେ ବସ୍
ପୁଅ ପାଖରେ ରହିବାକୁ କହିଲେ
ମାସକୁ ମାସ ପଠାଇଲେ ଦରମା
ସତରେ ବସ୍ ହେବ ତ ଏମିତି । ନିଜ କର୍ମଚାରୀଙ୍କ ଅସୁବିଧାକୁ ବୁଝି ଦେଖାଇଲେ ମାନବିକତାର ପରିଚୟ । ରୋଗିଣା ପୁଅ ପାଇଁ ଚାକିରି ଛାଡ଼ିବାକୁ ଆସିଥିବା କର୍ମଚାରୀଙ୍କ ଚାକିରି ନେବା ପରିବର୍ତ୍ତେ ଦେଲେ ଆଶ୍ଵାସନା । ଅଫିସ୍ ନ ଆସି ରୋଗିଣା ପୁଅ ପାଖରେ ରହିବାକୁ କହିଲେ । ଆଉ ମାସକୁ ମାସ ପଠାଇଲେ ଦରମା । ୧୦ ବର୍ଷ ଅଫିସ୍ ପାଇଁ ଦେଇଥିବା କର୍ମଚାରୀ ଜଣକ ପ୍ରକୃତରେ ନିଜର କର୍ମଫଳ ପାଇଛନ୍ତି । ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କୁ ଏପରି ବସ୍ ବା ମ୍ୟାନେଜର ମିଳୁ ବୋଲି କର୍ମଚାରୀମାନେ କହୁଛନ୍ତି ।
ପଢନ୍ତୁ ଏହି ଖବର: "ବାହଘର ଜରୁରୀ ନୁହେଁ, କାମକୁ ଆସନ୍ତୁ"... କର୍ମଚାରୀକୁ ଏପରି କହିଲେ ବସ୍
ଆଉ ଜଣେ ୟୁଜର ଲେଖିଛନ୍ତି, "ଗୋଟିଏ କର୍ମକ୍ଷେତ୍ର ନିଜର ସମସ୍ତ କର୍ମଚାରୀଙ୍କୁ ପରିବାର ପରି ବ୍ୟବହାର କରିବା ଉଚିତ, କାରଣ ସେମାନେ ମଧ୍ୟ କର୍ମକ୍ଷେତ୍ରର ଲାଭ ପାଇଁ ସମାନ ଭାବରେ ସଂଘର୍ଷ କରୁଛନ୍ତି ।" ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "କାର୍ଯ୍ୟସ୍ଥଳରେ ଦୟା ଜୀବନରେ ଶକ୍ତି ପାଲଟିଯାଏ ।"
- ନିଜେ ପୂରା ଘଟଣା କହିଲେ ଚର୍ଚ୍ଚିତ ବସ୍
- ରୋଗିଣା ପୁଅ ପାଇଁ ଚାକିରି ଛାଡୁଥିଲେ କର୍ମଚାରୀ
Two months ago, my accountant came to my office and requested to resign.
— Ankit Pandey (@iamankitpande) June 3, 2026
He had been working with us for 10 years, so I was surprised.
I asked him, "Why do you want to leave?"
With tears in his eyes, he replied, "My son's condition is very serious. Doctors have given very…
- ଚାକିରି ନ ନେଇ ଦେଲେ ଦରମା
- ମିଠା ବାକ୍ସ ସହ ଫେରିଲେ କର୍ମଚାରୀ
- ଅଙ୍କିତଙ୍କୁ ଛୁଟିଲା ପ୍ରଶଂସାର ସୁଅ
ପଢନ୍ତୁ ଏହି ଖବର: "ବାହଘର ଜରୁରୀ ନୁହେଁ, କାମକୁ ଆସନ୍ତୁ"... କର୍ମଚାରୀକୁ ଏପରି କହିଲେ ବସ୍
ଆଉ ଜଣେ ୟୁଜର ଲେଖିଛନ୍ତି, "ଗୋଟିଏ କର୍ମକ୍ଷେତ୍ର ନିଜର ସମସ୍ତ କର୍ମଚାରୀଙ୍କୁ ପରିବାର ପରି ବ୍ୟବହାର କରିବା ଉଚିତ, କାରଣ ସେମାନେ ମଧ୍ୟ କର୍ମକ୍ଷେତ୍ରର ଲାଭ ପାଇଁ ସମାନ ଭାବରେ ସଂଘର୍ଷ କରୁଛନ୍ତି ।" ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "କାର୍ଯ୍ୟସ୍ଥଳରେ ଦୟା ଜୀବନରେ ଶକ୍ତି ପାଲଟିଯାଏ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories