Employee Fired / Bossକୁ କିଡନୀ ଦେଲେ; ରିକଭରି ପାଇଁ ଛୁଟି ନେବାରୁ ଚାକିରିରୁ ବିଦା
·1 month ago·2 min read

Key Points
କିଡନୀ ନେଲେ ତଥାପି ଦେଲେନି ଛୁଟି
ଅଙ୍ଗଦାନ ପରେ ସୁସ୍ଥତା ପାଇଁ ଛୁଟି ମାଗିଥିଲେ
ଏହାପରେ ସିଧା ଚାକିରିରୁ ବିଦା କରିଦେଲେ ବସ୍
ଅଙ୍ଗଦାନ ପରେ ସୁସ୍ଥତା ପାଇଁ ଛୁଟି ମାଗିଥିଲେ
ଏହାପରେ ସିଧା ଚାକିରିରୁ ବିଦା କରିଦେଲେ ବସ୍
ୱାଶିଂଟନ: ସୋସିଆଲ ମିଡିଆରେ ଏବେ ଏକ ଘଟଣା ବେଶ ଚର୍ଚ୍ଚାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ ମହିଳା କର୍ମଚାରୀ ଅଫିସରେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବାକୁ ବୃକକ ବା କିଡନୀ ଦାନ କରିଦେଇଥିଲେ । ଲୋକେ ଭାବିଥିଲେ ମହିଳା ଜଣକ ଏପରି କଲେ ମାଲିକଙ୍କ ସହିତ ତାଙ୍କର ସମ୍ପର୍କ ନିବିଡ଼ ହୋଇଯିବ । ମାତ୍ର କିଛି ମାସ ପରେ ଘଟଣା ପୂରା ଓଲଟି ଯାଇଥିଲା । ବସ୍ ଉକ୍ତ ମହିଳା କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିଲେ । ଶେଷରେ ଏହି ଘଟଣା ଏବେ କୋର୍ଟରେ ପହଞ୍ଚିଛି ।
ପଢନ୍ତୁ ଏହି ଖବର: ଦିଲ୍ଲୀରେ ସ୍ଥାୟୀ ସରକାରୀ ଚାକିରି; ହ୍ୟାଣ୍ଡସମ ସାଲାରୀ...UPSC ଆଣିଲା ନୂଆ ନିଯୁକ୍ତି
- କିଡନୀ ଦେବାକୁ ପଛେଇ ନଥିଲେ
- ଅପରେସନ ପାଇଁ ଡେବିଙ୍କୁ ସମସ୍ୟା
ପଢନ୍ତୁ ଏହି ଖବର: ଦିଲ୍ଲୀରେ ସ୍ଥାୟୀ ସରକାରୀ ଚାକିରି; ହ୍ୟାଣ୍ଡସମ ସାଲାରୀ...UPSC ଆଣିଲା ନୂଆ ନିଯୁକ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମସ୍ୟା ସମ୍ପର୍କରେ ଯେତେବେଳେ ଡେବି କମ୍ପାନୀର ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିଲେ, ସେତେବେଳେ କୌଣସି ସାହାଯ୍ୟ ମିଳିନଥିଲା । ତଥାପି ଡେବି ପରାଜୟ ସ୍ଵୀକାର କରିନଥିଲେ । ଶେଷରେ ଏହି ଘଟଣା କୋର୍ଟରେ ପହଞ୍ଚିଥିଲା । ଏହି ମାମଲା ଅନେକ ବର୍ଷ ଧରି ଚାଲିଥିଲା ଓ ଡେବି ଦୃଢତାର ସହିତ ଆଇନଗତ ଲଢେଇ ଲଢିଚାଲିଥିଲେ । ଶେଷରେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପରେ ଏହି ମାମଲା ବନ୍ଦ ହୋଇଥିବା ଜଣାପଡ଼ିଛି ।
Related Topics
Explore more stories