Honeymoon AC Coach / ଗୋଲାପ, ବେଲୁନ ଓ 'I Love You'...ଟ୍ରେନ ଏସି କୋଚରେ ହନିମୁନ୍, TTE ସସପେଣ୍ଡ
·1 hour ago·3 min read

Key Points
ଟ୍ରେନର ଏସି କୋଚରେ ହନିମୁନ୍
ବେଡରୁମର ଭ୍ରମ ସୃଷ୍ଟି କଲା ଏସି କୋଚ୍
ଭାରତୀୟ ରେଳବାଇ ନେଲା ବଡ଼ ଆକ୍ସନ
ବେଡରୁମର ଭ୍ରମ ସୃଷ୍ଟି କଲା ଏସି କୋଚ୍
ଭାରତୀୟ ରେଳବାଇ ନେଲା ବଡ଼ ଆକ୍ସନ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ ରେଳବାଇର ପ୍ରଥମ ଏସି କୋଚକୁ ଅତି ସୁନ୍ଦର ଭାବେ ସଜାଯାଇଥିବା ଦେଖାଯାଉଛି । ଏହି ସାଜସଜ୍ଜା ଦେଖି ଅନେକ ଲୋକ ଏହାକୁ "ଚତୁର୍ଥୀ ଏକ୍ସପ୍ରେସ୍" ବୋଲି କହିବା ଆରମ୍ଭ କଲେଣି । ତେବେ ଭିଡିଓରେ ଟ୍ରେନ୍ର ଏକ ଏସି କ୍ୟାବିନ୍ଟି ଫୁଲ, ବେଲୁନ୍ ଏବଂ ଆଲୋକମାଳାରେ ସଜାଯାଇଛି ଯାହାକି ଏକ ବିଳାସପୂର୍ଣ୍ଣ ହୋଟେଲ୍ ରୁମ୍ ପରି ଦେଖାଯାଉଛି ।
ମହାରାଷ୍ଟ୍ରର ଜାଲନାରେ ଅବସ୍ଥିତ ଏକ ଇଭେଣ୍ଟ ଡେକୋରେସନ୍ ସର୍ଭିସ୍ ଦ୍ୱାରା ଏହି ସାଜସଜ୍ଜା କରାଯାଇଥିଲା । ଯାତ୍ରୀମାନଙ୍କ ସ୍ୱତନ୍ତ୍ର ଅନୁରୋଧରେ ଷ୍ଟେସନରେ ଚେନ୍ନାଇ ଯାଉଥିବା ଏକ ଟ୍ରେନରେ ଫାଷ୍ଟ ଏସି କ୍ୟାବିନ ସଜାଯାଇଥିଲା ବୋଲି ଦାବି କରାଯାଇଥିଲା । ଏପରି ସାଜସଜ୍ଜା ପାଇଁ ରେଳବାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଏବେ ଭିଡିଓଟି ଖୁବ ଭାଇରାଲ ହେଉଥିବାବେଳେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ବ୍ୟବହାରକାରୀ ଏହାକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ସାଜସଜ୍ଜା ବିବାହ, ବାର୍ଷିକୀ କିମ୍ବା ଅନ୍ୟାନ୍ୟ ବିଶେଷ ଅବସରରେ ଯାତ୍ରୀଙ୍କ ଯାତ୍ରାକୁ ସ୍ମରଣୀୟ କରିପାରିବ। ଯଦି ରେଳବାଇ ପ୍ରତିଷ୍ଠିତ ନିୟମ ମଧ୍ୟରେ ଏପରି ସେବା ପ୍ରଦାନ କରେ, ତେବେ ଏହା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବ ଏବଂ ରେଳବାଇ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିପାରିବ । ଅନ୍ୟପଟେ କିଛି ୟୁଜର ଏହାକୁ ନାପସନ୍ଦ କରିଛନ୍ତି ।
ପଢନ୍ତୁ ଏହି ଖବର: ପୁରୀ–କୋରାପୁଟ ଏକ୍ସପ୍ରେସ ଓ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
ମନ୍ତ୍ରଣାଳୟ ଅନୁଯାୟୀ, ଡେକୋରେଟରଙ୍କ ଟ୍ରେନ କୋଚରେ ପ୍ରବେଶ ଅନୁମତି ନଥିଲା । ଏହା ସୁରକ୍ଷା ଏବଂ ନିୟମାବଳୀ ଦୃଷ୍ଟିରୁ ଏକ ବଡ଼ ଅବହେଳା । ଏଣୁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ TTEଙ୍କୁ ତୁରନ୍ତ ଦାୟିତ୍ଵରୁ ନିଲମ୍ବିତ କରିଛି । ଏକ ବିଭାଗୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ପାଇବା ପରେ ନିୟମ ଅନୁଯାୟୀ ଦାୟୀ ଲୋକଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ଟ୍ରେନରେ ଏପରି ଜିନିଷର ଆୟୋଜନ କରିବା ପାଇଁ ଅନୁମତି ଅଛି କି ନାହିଁ।

- ସମ୍ପୂର୍ଣ୍ଣ କ୍ୟାବିନକୁ କିପରି ସଜାଯାଇଥିଲା?
What’s happening here 🥺😭🥺😭🥺😭 pic.twitter.com/PGW1TqmyWc
— Godman Chikna (@Madan_Chikna) July 7, 2026
ଏବେ ଭିଡିଓଟି ଖୁବ ଭାଇରାଲ ହେଉଥିବାବେଳେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ବ୍ୟବହାରକାରୀ ଏହାକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ସାଜସଜ୍ଜା ବିବାହ, ବାର୍ଷିକୀ କିମ୍ବା ଅନ୍ୟାନ୍ୟ ବିଶେଷ ଅବସରରେ ଯାତ୍ରୀଙ୍କ ଯାତ୍ରାକୁ ସ୍ମରଣୀୟ କରିପାରିବ। ଯଦି ରେଳବାଇ ପ୍ରତିଷ୍ଠିତ ନିୟମ ମଧ୍ୟରେ ଏପରି ସେବା ପ୍ରଦାନ କରେ, ତେବେ ଏହା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବ ଏବଂ ରେଳବାଇ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିପାରିବ । ଅନ୍ୟପଟେ କିଛି ୟୁଜର ଏହାକୁ ନାପସନ୍ଦ କରିଛନ୍ତି ।
- ରେଳବାଇର ବଡ଼ ଆକ୍ସନ
ପଢନ୍ତୁ ଏହି ଖବର: ପୁରୀ–କୋରାପୁଟ ଏକ୍ସପ୍ରେସ ଓ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
ମନ୍ତ୍ରଣାଳୟ ଅନୁଯାୟୀ, ଡେକୋରେଟରଙ୍କ ଟ୍ରେନ କୋଚରେ ପ୍ରବେଶ ଅନୁମତି ନଥିଲା । ଏହା ସୁରକ୍ଷା ଏବଂ ନିୟମାବଳୀ ଦୃଷ୍ଟିରୁ ଏକ ବଡ଼ ଅବହେଳା । ଏଣୁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ TTEଙ୍କୁ ତୁରନ୍ତ ଦାୟିତ୍ଵରୁ ନିଲମ୍ବିତ କରିଛି । ଏକ ବିଭାଗୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ପାଇବା ପରେ ନିୟମ ଅନୁଯାୟୀ ଦାୟୀ ଲୋକଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ଟ୍ରେନରେ ଏପରି ଜିନିଷର ଆୟୋଜନ କରିବା ପାଇଁ ଅନୁମତି ଅଛି କି ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories