2AC Train Travel / 'ଆଉ କେବେ ବି ଏହି ଭୁଲ୍ କରିବିନି'; 2nd ACରେ ଯାତ୍ରା କରି ପଶ୍ଚାତାପ କଲେ ମହିଳା
·31 mins ago·3 min read

Key Points
ଦ୍ଵିତୀୟ ଶ୍ରେଣୀର ଏସି ବଗିରେ ଯାତ୍ରା କରିଥିଲେ ମହିଳା
କିନ୍ତୁ ଏହି ଯାତ୍ରା ତାଙ୍କୁ ପଶ୍ଚାତାପ କରିଥିବା ସେ କହିଛନ୍ତି
ଆଉ କେବେ ବି ଏହି ଭୁଲ୍ କରିବେନି ବୋଲି ଲେଖିଲେ
କିନ୍ତୁ ଏହି ଯାତ୍ରା ତାଙ୍କୁ ପଶ୍ଚାତାପ କରିଥିବା ସେ କହିଛନ୍ତି
ଆଉ କେବେ ବି ଏହି ଭୁଲ୍ କରିବେନି ବୋଲି ଲେଖିଲେ
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ଦୂରଯାତ୍ରା ପାଇଁ ସମସ୍ତେ ଟ୍ରେନକୁ ବାଛିଥାନ୍ତି । କିନ୍ତୁ ଏଠାରେ ପ୍ରଡକ୍ଟ ଡିଜାଇନର ଶୟୋଲି ସିଂହ ନିଜ ପିଲା ସହିତ ଭାରତୀୟ ରେଳବାଇରେ ଯାତ୍ରା କରି ପଶ୍ଚାତାପ ଅନୁଭବ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ନିଜର ଅନୁଭୂତିକୁ ବାଣ୍ଟି 'ଏପରି ଭୁଲ ଆଉ କେବେ ବି କରିବେ ନାହିଁ' ବୋଲି ଲେଖିଛନ୍ତି । ତେବେ ସେ ଦ୍ଵିତୀୟ ଶ୍ରେଣୀ ଏସି ବଗିରେ ଯାତ୍ରା କରୁଥିବାବେଳେ ଏପରି କହିବା ସମସ୍ତଙ୍କୁ ବିସ୍ମିତ କରିଛି ।
ଦୂର ଯାତ୍ରା ପାଇଁ ଯାତ୍ରୀମାନେ ଟ୍ରେନରେ ଯିବା ସମୟରେ ବିଶେଷ ଭାବେ ଏସି ବଗିକୁ ବାଛିଥାନ୍ତି । ସାଧାରଣତଃ ଏସି ବଗି ଆରାମଦାୟକ ହୋଇଥିବାବେଳେ ଚୋରିର ମଧ୍ୟ ଏତେ ଭୟ ନଥାଏ । ଭାରତୀୟ ରେଳବାଇରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଏସି ବଗି ରହିଥାଏ । ସେହି ଅନୁସାରେ ଏହାର ଟିକେଟ୍ର ମୂଲ୍ୟ ମଧ୍ୟ ଅଧିକ ରହିଥାଏ ।

- କାହିଁକି 2ACକୁ ନେଇ ଏମିତି କହିଲେ ?
- 'ଅସରପା ପାଇଁ ଶୋଇ ପାରିଲୁ ନାହିଁ'
- ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ୟୁଜର ଲେଖିଛନ୍ତି, "ଟ୍ରେନ୍ରେ ହକରମାନେ ବୁଲିବା ସାଧାରଣ କଥା । ଲୋକଙ୍କ କଥାବାର୍ତ୍ତା କରିବା ମଧ୍ୟ ସ୍ୱାଭାବିକ । ଘୁଙ୍ଗୁଡ଼ି ମାରିବା ଏକ ସମସ୍ୟା ଯାହାକୁ ଲୋକମାନେ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।" ଆଉ ଜଣେ ବ୍ୟବହାରକାରୀ କହିଛନ୍ତି, "ସବୁ ପ୍ରକାରର ପରିସ୍ଥିତିରେ ଖାପ ଖୁଆଇବା ଶିଖ । ଏପରି ପରିସ୍ଥିତିରେ ଜୀବନ ଆମକୁ ବହୁତ କିଛି ଶିଖାଏ । ସେମାନଙ୍କଠାରୁ ଶିଖ ।"
ପଢନ୍ତୁ ଏହି ଖବର: ଟ୍ରେନକୁ କଲେ ମନ୍ଦିର, କଲେ ଭଜନ, ଚଢାଇଲେ ୫୬ ପ୍ରକାର ନୈବେଦ୍ୟ
ସେହିପରି ଆଉ ଜଣେ ବ୍ୟବହାରକାରୀ କହିଛନ୍ତି, "ଟ୍ରେନର ସାଇଡ୍ ସିଟ୍ଗୁଡ଼ିକ ପ୍ରକୃତରେ ଆରାମଦାୟକ ନୁହେଁ । ମୋ ପିଲା ନଥାଇ ମଧ୍ୟ ଯେତେବେଳେ ମୁଁ 2ACରେ ଯାତ୍ରା କରିଥିଲି, ମୋର ଅଭିଜ୍ଞତା ଭୟଙ୍କର ଥିଲା । ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ମୋ ପିଲା ସହିତ 2ACରେ ଯାତ୍ରା କଲି, ମୁଁ ଏକ ତଳ ସିଟ୍ ବାଛିଲି ଏବଂ ସୌଭାଗ୍ୟବଶତଃ ମୁଁ ଗୋଟିଏ ପାଇଲି । ସେହି ସିଟ୍ଗୁଡ଼ିକ ପିଲା ସହିତ ଯାତ୍ରା କରିବା ପାଇଁ ପ୍ରକୃତରେ ଭଲ ଏବଂ ଆରାମଦାୟକ ଥିଲା ।"

Related Topics
Explore more stories