Viral Story / ମିଳୁଥିଲା କମ ଦରମା; ସବୁଦିନ ଆସି ଅଫିସରେ ୫ ଘଣ୍ଟା ଶୋଇଲେ
·1 hour ago·2 min read

Key Points
କମ ଦରମାର ଅଜବ ଉତ୍ତର
ସବୁ ଦିନ ଅଫିସରେ ଶୋଇଲେ ୫ ଘଣ୍ଟା
ସବୁ ଦିନ ଅଫିସରେ ଶୋଇଲେ ୫ ଘଣ୍ଟା
ଅଫିସରେ କାମ କରୁଥିବା କିଛି କର୍ମଚାରୀଙ୍କ ମନରେ ଗୋଟିଏ କଥା ଆସେ ଯେ ସେମାନେ ଯେତିକି କାମ କରୁଛନ୍ତି, ସେହି ଅନୁସାରେ ତାଙ୍କୁ ଦରମା ମିଳୁନାହିଁ । ଅନେକ ସମୟରେ ଏଥିଲାଗି କର୍ମଚାରୀମାନେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରନ୍ତି । କିନ୍ତୁ ଏଠାରେ ଏମିତି ଜଣେ କର୍ମଚାରୀ ଅଛନ୍ତି, ଯିଏକି ନିଆରା ଢଙ୍ଗରେ ନିଜର ଅସନ୍ତୋଷ ଦେଖାଇଛନ୍ତି । କମ ଦରମା ମିଳୁଥିବାରୁ ପ୍ରତିଦିନ ଅଫିସକୁ ଆସି ୫ ଘଣ୍ଟା ଶୋଉଥିଲେ ଏବଂ ବସ୍ ର ଚକୋଲେଟକୁ ବି ଖାଉଥିଲେ । ଏବେ ଏହି କର୍ମଚାରୀଙ୍କ କାହାଣୀ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଏହି କର୍ମଚାରୀ ଜଣେ ମହିଳା ହୋଇଥିବାବେଳେ ଚୀନର ବୋଲି ଜଣାପଡ଼ିଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ମହିଳା ଜଣକ ଏକ ଭାବିବହ୍ଵଳପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ଯେ ସେ ଅଫିସରେ ଶୋଉଥିବାରୁ ତାଙ୍କୁ ତାଙ୍କ ବସ୍ ଚାକିରିରୁ ବାହାର କରିବାକୁ ଧମକ ଦେଇଛି । ଏହି ପୋଷ୍ଟରେ ନେଟିଜେନ୍ସଙ୍କ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ

- ଭିଡିଓରେ କଣ କହିଲେ ମହିଳା ?
- ବସଙ୍କ ଚକୋଲେଟ୍ ବି ଖାଉଥିଲେ ମହିଳା
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
- ଲୋକେ କହିଲେ 'କ୍ଵାଇଟ୍ କ୍ଵିଟିଂ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories