Flood Crisis / ଲଗାଣ ମୌସୁମୀ ବର୍ଷା ଯୋଗୁଁ ଉପରମୁଣ୍ଡରେ ମାଡ଼ି ଆସିଲା ବନ୍ୟା ପାଣି; ଚାରିଆଡ଼େ ହାହାକାର
·15 hours ago·2 min read

Key Points
ଆସାମରେ ବନ୍ୟା ପରିସ୍ଥିତି ଅତି ଭୟାବହ
ଜଳପ୍ରଳୟରେ ବୁଡ଼ିଛି ଗାଁକୁ ଗାଁ
ପ୍ରାୟ ୨ଲକ୍ଷ ଲୋକ ଜଳବନ୍ଦୀ
ଜଳପ୍ରଳୟରେ ବୁଡ଼ିଛି ଗାଁକୁ ଗାଁ
ପ୍ରାୟ ୨ଲକ୍ଷ ଲୋକ ଜଳବନ୍ଦୀ
ଦିସପୁର: ଆସାମରେ ବନ୍ୟା ପରିସ୍ଥିତି ଅତି ଭୟାବହ । ଜଳପ୍ରଳୟରେ ବୁଡ଼ିଛି ଗାଁକୁ ଗାଁ । ପ୍ରକୃତିର କୋପରେ ଥରହର ଭାରତର ଉତ୍ତର-ପୂର୍ବବର୍ତ୍ତୀ ରାଜ୍ୟ । ପ୍ରଭାବିତ ହୋଇଛନ୍ତି ପ୍ରାୟ ୨ ଲକ୍ଷ ଲୋକ । ବ୍ରହ୍ମପୁତ୍ର ସମେତ ୫ଟି ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ମୈଦାନକୁ ଓହ୍ଲାଇଛି ସେନା । ସ୍ଥିତି ପରଖିବାକୁ ହାଇ ଆଲର୍ଟରେ ଅଛନ୍ତି ବାୟୁସେନା ଏବଂ NDRF।
- ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି
- ଉଦ୍ଧାର କରୁଛନ୍ତି ଭାରତୀୟ ସେନା
- ୩,୮୦୦ ହେକ୍ଟରରୁ ଅଧିକ ଚାଷ ଜମି ନଷ୍ଟ
- ରିଲିଫ କାର୍ଯ୍ୟ ତ୍ଵରାନ୍ବିତ କରିବାକୁ CM ଶର୍ମାଙ୍କ ନିର୍ଦ୍ଦେଶ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories