Kalabaisakhi Storm / ରାଜ୍ୟରେ ରାତି ସାରା ପ୍ରବଳ କାଚିଲା; ଉପୁଡ଼ିଲା ଗଛ, ଯାତାୟାତ ଠପ୍
·4 months ago·3 min read

Key Points
ରାତି ସାରା ଟ୍ଵିନ୍ ସିଟିରେ ପ୍ରବଳ କାଚିଲା
ପବନ, ବିଜୁଳି, ଘଡ଼ଘଡ଼ି ସହ ରଚିଲା ତାଣ୍ଡବ
ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି
ପବନ, ବିଜୁଳି, ଘଡ଼ଘଡ଼ି ସହ ରଚିଲା ତାଣ୍ଡବ
ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି
ସାରା ରାଜ୍ୟରେ ଗୁରୁବାର ରାତି ସାରା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ପବନ, ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଯୋଗୁଁ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ତ ଆଉ କେଉଁଠି ହୋଡିଂ ଖସି ପଡ଼ିଛି । ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ଠପ୍ ହୋଇଛି । କିଛି କିଛି ସ୍ଥାନରେ ବଜ୍ରାପାତରେ ଲୋକଙ୍କ ଜୀବନ ଯାଇଛି । ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଗତକାଲି ସର୍ବାଧିକ ବର୍ଷା ପୁରୀରେ ୬୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଛତ୍ରପୁରରେ ୬୪.୦ ମିଲିମିଟର, ଦାରିଙ୍ଗବାଡ଼ିରେ ୬୩.୦, ଭୁବନେଶ୍ୱରରେ ୪୫.୪ ଓ ଗୋପାଳପୁରରେ ୪୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
- ବଡ଼ମ୍ବାରେ ଗଛ ପଡ଼ି ଜଣେ ମୃତ
- ନୟାଗଡ଼ରେ ୨ ସାଙ୍ଗ ନିଖୋଜ
- ପୁରୀରେ ଅଳ୍ପକେ ବର୍ତ୍ତିଲେ ୧୦ ଜଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଉଡ଼ିଗଲା ଆଜବେଷ୍ଟସ ଛପର
- ସୋନପୁରରେ ବ୍ୟାପକ ଫସଲ ନଷ୍ଟ
ଅଧିକ ଖବର ପଢନ୍ତୁ...
Related Topics
Explore more stories