Rain Alert / ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ପାଣିପାଗ; ପୁଣି ଏହି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା
·4 months ago·2 min read

Key Points
ଗତ କିଛି ଦିନ ଧରି ରାଜ୍ୟରେ ବଦଳିଛି ପାଗର ମିଜାଜ୍
ଆସନ୍ତା ୧୦ ତାରିଖ ଯାଏଁ ପ୍ରବଳ କାଚିବ
ଏହି ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଆସନ୍ତା ୧୦ ତାରିଖ ଯାଏଁ ପ୍ରବଳ କାଚିବ
ଏହି ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଖରାବର୍ଷାର ଲୁଚକାଳି ପରେ କିଛି ଦିନ ଧରି ରାଜ୍ୟରେ ବଦଳିଛି ପାଗ । ଅନେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି । ତେବେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ପାଇଁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଆଲର୍ଟ । ଏହାସହିତ ପବନର ବେଗ ମଧ୍ୟ ବଢିପାରେ । ଏଥିସହ ଆସନ୍ତା ୪ ତାରିଖରୁ ଏକ ଟ୍ରାପଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ୭ ତାରିଖରରୁ ଓଡ଼ିଶା ଉପରେ ପଡ଼ିବ । ଏଥିଯୋଗୁଁ ରାଜ୍ୟରେ ୧୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସେହିପରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡଘଡି ଓ ବର୍ଷା ସମୟରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବହିବାର ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ । ସେପଟେ ଆଗାମୀ ୨ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୮ ତାରିଖ ପରେ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
- ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି

- ଅପରାହ୍ନ ୨.୩୦ଟା ସୁଦ୍ଧା କେଉଁଠି କେତେ ତାପମାତ୍ରା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆସିବ କି ବାତ୍ୟା ?
ଅଧିକ ଖବର ପଢନ୍ତୁ...
Related Topics
Explore more stories