Rain Update / ଥମିଗଲା ବର୍ଷା: ୮ ଯାଏଁ ରାଜ୍ୟରୁ ଉଭେଇଯିବ ହଇରାଣ କରୁଥିବା ବର୍ଷା...
·2 hours ago·2 min read

Key Points
ପ୍ରବଳ ବର୍ଷା ପରେ ଆଉ ନାହିଁ ବର୍ଷା
ଆସନ୍ତା ୮ ଦିନ ରାଜ୍ୟରେ ହେବନି ବର୍ଷା
ପାଣିପାଗ ବିଭାଗର ସୂଚନା
ଆସନ୍ତା ୮ ଦିନ ରାଜ୍ୟରେ ହେବନି ବର୍ଷା
ପାଣିପାଗ ବିଭାଗର ସୂଚନା
ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ପରେ ବର୍ତ୍ତମାନ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିପାରିଛି। ଗତ କାଲିଠାରୁ ରାଜ୍ୟରେ ଖରା ହୋଇଛି। କିନ୍ତୁ ମଝିରେ ମଝିରେ କିଛି କିଛି ସ୍ଥାନରେ ବର୍ଷା ହେଉଥିବା ଦେଖୁବାକୁ ମିଳୁଛି। ଏହାସହ ସୂଚନା ମିଳିଛି ଯେ, ଆସନ୍ତା ୮ ଯାଏଁ ବର୍ଷାର କୌଣସି ସୂଚନା ନାହିଁ। ଏନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ଥାନ ପାଇଁ ୟେଲୋ ଏବଂ ରେର୍ଡ ଓ୍ୱାର୍ଣ୍ଣି ଜାରି କରାଯାଇଛି। ସମଗ୍ର ରାଜ୍ୟରେ ବର୍ଷାର ଏକ ଭୟଙ୍କର ରୂପ ଦେଖିବାକୁ ମିଳୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ଆକାଶ ଅଶାନ୍ତ ହୋଇପଡ଼ିଛି, ଆକାଶରୁ ନିରନ୍ତର ଢାଳୁଛି ବର୍ଷା। ମୟୂରଭଞ୍ଜରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ, ଚାରିଆଡ଼େ କେବଳ ଘଡ଼ଘଡ଼ି ଏବଂ ବର୍ଷା ହେଉଛି।ରାଜ୍ୟରେ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପାଣିପାଗ ବିଭାଗ ସୂଚନାନୁସାରେ, ୮ଯାଏଁ ବର୍ଷାର ଦେଖାନାହିଁ।''

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ପ୍ରଣାଳୀ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡର ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି। ଏହାର ସିଧାସଳଖ ପ୍ରଭାବରେ, ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଅନେକ ସ୍ଥାନରେ ବର୍ଷା ହେବା ଜାରି ମଧ୍ୟ ରହିଛି, ଯାହା ସାଧାରଣ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରୁଛି। ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଞ୍ଚଳ ଉପରେ ଶକ୍ତିଶାଳୀ ହୋଇଥିବା ଏହି ଲଘୁଚାପ କ୍ଷେତ୍ର ବୁଧବାର ଅଧିକ ଭୟଙ୍କର ରୂପ ନେଇଛି। ଯାହା ଫଳରେ ୫ ଯାଏଁ ବର୍ଷା ହୋଇପାରେ ବୋଲି ଆଶା କରାଯାଉଥିଲା।''
ଏଥିସହ ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଜି ପୁଣି ସ୍କୁଲ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଅଗଷ୍ଟ ପରି ସେପ୍ଟେମ୍ୱରରେ ବର୍ଷା କମିବ ବୋଲି କୁହାଯାଉଛି। କୋରାପୁଟ, ବୌଦ୍ଧ ଏବଂ ଜଗତସିଂହପୁରକୁ ରେର୍ଡ ଓ୍ୱାର୍ଣ୍ଣିଂ କରାଯାଇଛି। ଠିକ ସେହିପରି ଦେବଗଡ଼, ସମ୍ୱଲପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।''ତେବେ ବର୍ଷାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ସୂଚନା ମିଳିପାରିନାହିଁ। କାରଣ ପାଗରେ ପରିବର୍ତ୍ତନ ହେୁଥିବା ଦେଖିବାକୁ ମିଳିଛି।''ତେବେ ଗୋଟେ ପଟେ ବର୍ଷା ଥମିବାର ନାଁ ନେଉନାହିଁ ତ ଅନ୍ୟ ପଟେ ଉତ୍ତର ଓଡ଼ିଶାରେ ହୋଇଥିବା ବନ୍ୟାର ସ୍ଥିତି ନିରନ୍ତର ବର୍ଷା ଯୋଗୁ ଅଧିକ ସଂଗୀନ ହେଉଛି। ଏହାସହ ସୂଚନା ରହିଛି ଯେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ବର୍ଷାର କୌଣସି ସୂଚନା ନାହିଁ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories