School Closed Tomorrow / ବର୍ଷା ନାହିଁ: ଆସନ୍ତାକାଲି ସବୁ ସ୍କଲ ଓ କଲେଜ ବନ୍ଦ...
·2 hours ago·2 min read

Key Points
ଛାଡ଼ିଗଲା ବର୍ଷା
ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ
ସ୍କୁଲ ବନ୍ଦ ରହିବ କି ଜାଣନ୍ତୁ ?

ଛାଡ଼ିଗଲା ବର୍ଷା। ଦେଇଗଲା ଅନେକ ଦୁର୍ଦ୍ଦଶା। ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ। ବର୍ତ୍ତମାନ ଅବାପାତ ଟି ଉତ୍ତରପଶ୍ଚିମ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତୀ ଉତ୍ତର ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଆଗକୁ ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡା,ଯାଜପୁର, ଭଦ୍ରକ ,ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଆସନ୍ତାକାଲିଠୁ ରାଜ୍ୟରେ ସମ୍ପୂର୍ଣ ପାଗର ମିଜାଜ ବଦଳିବା ସହ ବର୍ଷା କମିବା ନେଇ ସୂଚନା ରହିଛି। ସେଥିଲାଗି ଆସନ୍ତାକାଲି ପାଇଁ କୌଣସି ଚେତାବନୀ ଜାରି ହୋଇ ନାହିଁ।''
.ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ:
ବର୍ଷା ହେଉଥିବାବେଳେ ସ୍କୁଲ ଗୁଡିକ ଅନେକ ସ୍ଥାନରେ ବନ୍ଦ ଥିଲା। ଏହାସହ କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ଥିଲା। ତେଣୁ ବର୍ଷା ଯେହେତୁ ଛାଡିଯାଇଛି, ତେବେ ଆସନ୍ତାକାଲି ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଖୋଲା ରହିବ। ବନ୍ଦ ରହିବ କି ନାହିଁ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଯଦି ବର୍ଷା ପୁଣି ଥରେ ହୁଏ, ତେବେ ସ୍କୁଲ ଛୁଟିକୁ ନେଇ ଜିଲ୍ଲା ପ୍ରଶାସନ କିଛି ବି ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଛୁଟିକୁ ନେଇ କୌଣସି ସୂଚନା ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ ପକ୍ଷରୁ ଦିଆଯିବା ଅପଡେଟ୍ ଉପରେ ଧ୍ୟାନ ଦେବା ଉଚିତ। ପୂର୍ବରୁ ୨୬ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲରେ ସ୍କୁଲ ଗୁଡିକ ବନ୍ଦ ରହିଥିଲା।''
ଏଥିସହ ପଢ଼ନ୍ତୁ: ଆଜି ରାଜ୍ୟରେ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସେପଟେ ସମୁଦ୍ରରୁ ଆସୁଥିବା ବଡ଼ ବଡ଼ ଢେଉ କୂଳକୁ ଧକ୍କା ଦେଉଛି। ପ୍ରାୟ ୪ରୁ ୫ ଫୁଟ ଉଚ୍ଚ ଜୁଆର କୂଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଉଛି। ପ୍ରତ୍ୟେକ ଢେଉ ସହ ବାଲି ଓ ପାଣି ଭିତରକୁ ପଶୁଥିବାରୁ ବେଳାଭୂମିର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି। ବାଲି ଅତଡ଼ା ମଧ୍ୟ ଖସିବା ଆରମ୍ଭ କରିଛି। ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ବାଲି ଖସିଥିବା କୁହାଯାଉଛି। ଫଳରେ ସମୁଦ୍ର ଓ ମୁଖ୍ୟ ରାସ୍ତା ମଧ୍ୟରେ ଥିବା ଦୂରତା ମଧ୍ୟ କମି ଆସୁଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories