ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଏହି ବୈଠକରେ ସାରା ଦେଶ ପାଇଁ ବିଜେପିର ସପ୍ତମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ମୋହର ବାଜିପାରେ। ଏହି ବୈଠକରେ କେନ୍ଦ୍ର ନେତୃତ୍ଵଙ୍କ ସହ ଆଲୋଚନା କରି ରାଜ୍ୟର କିଛି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ କରିପାରେ ରାଜ୍ୟ ବିଜେପି । ଏହାସହ ବାକି ଥିବା ୩ ଲୋକସଭା ଯାଜପୁର, କଟକ ଓ କନ୍ଧମାଳ ଟିକେଟକୁ ନେଇ ବି ଆଲୋଚନା ହୋଇପାରେ ।
ଆହୁରି ପଢନ୍ତୁ ରାଜନୀତି ଖବର...