Bharat Taxi / ସରକାର ଆଣିଲେ 'ଭାରତ ଟ୍ୟାକ୍ସି', ଜାଣନ୍ତୁ ଭଡ଼ାରୁ ନେଇ କମିଶନ ସବୁ ତଥ୍ୟ...
·8 months ago·2 min read

Key Points
କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ
ନୂଆଦିଲ୍ଲୀ: ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନଇଚ୍ଛା ଭଡ଼ା, ଆପ୍ଲିକେସନ୍ରେ ଦେଖାଉଥିବା ଭଡ଼ା ଠାରୁ ଅଧିକ ଟଙ୍କା ମାଗିବା, ଅଧିକ ଅର୍ଥ ନଦେଲେ ରାଇଡ୍ ବାତିଲ୍ କରିଦେବାକୁ ନେଇ ଆପଣ ଚିନ୍ତିତ କି ? ଯଦି ହଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ସରକାର ନେଇ ଆସିଛନ୍ତି ଭାରତ ଟ୍ୟାକ୍ସି (Bharat Taxi) ।
କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ଏଥିସହ ପଢ଼ନ୍ତୁ: ଆଇପିଏଲ ୨୦୨୬ରେ ହେବ ବଡ଼ ପରିବର୍ତ୍ତନ ! ଚେନ୍ନାଇ ଜର୍ସି ପିନ୍ଧି ପାରନ୍ତି ଏହି ଷ୍ଟାର ଖେଳାଳି
କାରଣ ଘରୋଇ କ୍ୟାବ୍ ସେବା ଯୋଗାଉଥିବା କମ୍ପାନୀ ଗୁଡ଼ିକ ଟ୍ରିପ୍ ପିଛା ଡ୍ରାଇଭରଙ୍କ ଠାରୁ କମିଶନ ନେଇଥାନ୍ତି । କିନ୍ତୁ ସକାର ଆଣିଥିବା ଭାରତ ଟ୍ୟାକ୍ସିରେ ପ୍ରତି ଟ୍ରିପ୍ରେ ଯାହା ଭଡ଼ା ମିଳିବ ତାହା ସମ୍ପୂର୍ଣ୍ଣ ଭାବେ ଡ୍ରାଇଭରଙ୍କୁ ମିଳିବ । ଅର୍ଥାତ୍ ପୂର୍ବଭଳି ଆଉ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କୁ ଦେବାକୁ ପଡ଼ବ ନାହିଁ କମିଶନ । ଏହା ଫଳରେ ଏବେ ବିଭିନ୍ନ ଘରୋଇ କମ୍ପାନୀରେ କ୍ୟାବ୍ ଲଗାଇଥିବା ଡ୍ରାଇଭର ଓ ମାଲିକ ଭାରତ ଟ୍ୟାକ୍ସି ଆଡ଼କୁ ମୁହାଁଇବେ ।
ଖୁବଶୀଘ୍ର ହେବ ଆରମ୍ଭ
ଦେଶର ପ୍ରଥମ ସହକାରୀ ଟ୍ୟାକ୍ସି ସେବା ହେଉଛି 'ଭାରତ ଟ୍ୟାକ୍ସି' । ଯାହାକୁ ସରକାର ପାଇଲଟ୍ ପ୍ରକଳ୍ପ ଭାବେ ନଭେମ୍ବର ମାସରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରିବାକୁ ଯାଉଛନ୍ତି । ଡିସେମ୍ବର ମାସରେ ଏହାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ, ଟମାଟୋ କିଲୋ ଟପିଲା ୬୦୦ ଟଙ୍କା
ନୂଆଦିଲ୍ଲୀରେ ନଭେମ୍ବରରେ ଆରମ୍ଭ ହେବାକୁ ପାଇଲଟ୍ ପ୍ରକଳ୍ପରେ ୬୫୦ ଡ୍ରାଇଭରଙ୍କୁ ସାମିଲ୍ କରାଯିବ । ଅର୍ଥାତ୍ 'ଭାରତ ଟ୍ୟାକ୍ସି' ଆରମ୍ଭରେ ୬୫୦ଟି ଗାଡ଼ି ସେବା ଯୋଗାଇବେ । ଡିସେମ୍ବରରେ ଅନ୍ୟ ସହରକୁ ଏହି ସେବାର ସମ୍ପ୍ରସାରଣ କରି ବର୍ଷ ଶେଷ ସୁଦ୍ଧା ୫ ହଜାର ଡ୍ରାଇଭରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
କେମିତି କାମ କରିବ 'ଭାରତ ଟ୍ୟାକ୍ସି' ?
କେନ୍ଦ୍ର ସରକାରଙ୍କ ସହଯୋଗ ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ଇ-ଗଭର୍ଣ୍ଣାସ୍ ଡିଭିଜନ ମିଳିତ ଭାବେ ଏହି ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ପରିଚାଳନା କରିବ । ସରକାର ଏହି ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି । ୩୦୦ କୋଟିର ପ୍ରାରମ୍ଭିକ ପୁଞ୍ଜିରେ ଏହାକୁ ୨୦୨୫ ଜୁନ୍ରେ ପ୍ରତିଷ୍ଠା କରାଯାଇଛି ।
ଦିଲ୍ଲୀରୁ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା 'ଭାରତ ଟ୍ୟାକ୍ସି' ୨୦୨୬ ସୁଦ୍ଧାର ସମସ୍ତ ମେଟ୍ରୋ ସହରକୁ କଭର କରିବ । ଏଥିପାଇଁ ମୁମ୍ବାଇ, ପୁନେ, ଭୋପାଳ, ଲକ୍ଷ୍ନୌ, ଜୟପୁର ଆଦି ସହରକୁ ପ୍ରାଥମିକତା ଦିଆଯାଇଛି । ୨୦୩୦ ସୁଦ୍ଧା ୧ ଲକ୍ଷରୁ ଅଧିକ ଡ୍ରାଇଭରଙ୍କୁ ଯୋଡ଼ି 'ଭାରତ ଟ୍ୟାକ୍ସି' ପ୍ରତି ଜିଲ୍ଲା ସଦର ମହକୁମାକୁ ଯୋଡ଼ି ଗାଁ ଗାଁରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories