Lunar Eclipse / ହୋଲିରେ ଲାଗୁଛି ଚନ୍ଦ୍ରଗ୍ରହଣ; କେଉଁ ଗ୍ରହ କେଉଁ ରାଶିରେ ରହିବେ ?
·1 month ago·2 min read

Key Points
ହୋଲିରେ ଲାଗୁଛି ୨୦୨୬ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ
କେଉଁ ରାଶିରେ କେଉଁ ଗ୍ରହ ରହିବେ ?
କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ ଜାଣନ୍ତୁ...
କେଉଁ ରାଶିରେ କେଉଁ ଗ୍ରହ ରହିବେ ?
କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ ଜାଣନ୍ତୁ...
ହୋଲିରେ ଲାଗୁଛି ୨୦୨୬ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ପ୍ରତିଟି ଗ୍ରହଣର ଧାର୍ମିକ ଏବଂ ଜ୍ୟୋତିଷ ଉଭୟ ମହତ୍ତ୍ୱ ରହିଛି । ଜ୍ୟୋତିଷ ବିଶ୍ୱାସ ଅନୁସାରେ ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ବିଭିନ୍ନ ସମୟରେ ପଡ଼ିଥାଏ, ଯାହା କିଛି ଦିନରୁ ମାସ ପର୍ଯ୍ୟନ୍ତ ରହିପାରେ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଏଥର ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚରେ ହୋଲି ଦିନ ଅନୁଷ୍ଠିତ ହେବ, ଯାହାକି ଭାରତରେ ଦୃଶ୍ୟମାନ ହେବ ।
ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ, ଏହି ସମୟରେ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ଏଠାରେ ଆମେ ଆପଣଙ୍କୁ ଚନ୍ଦ୍ରଗ୍ରହଣ ଦିନ ଗ୍ରହ ସ୍ଥିତି, ସୂତକ ସମୟ ଏବଂ ୧୨ଟି ରାଶି ଉପରେ ଏହାର ପ୍ରଭାବ ବିଷୟରେ କହିବୁ ।
ଚନ୍ଦ୍ରୋଦୟ – ସନ୍ଧ୍ୟା ୬:୨୬ଟା
ଗ୍ରହଣ ସମୟ- ୩ ଘଣ୍ଟା ୨୭ ମିନିଟ୍
ଶୁକ୍ର – ମୀନ ରାଶି
ମଙ୍ଗଳ – କୁମ୍ଭ
ବୃହସ୍ପତି - ମିଥୁନ ରାଶି
ଶନି – ମୀନ ରାଶି
ରାହୁ ଗ୍ରହ – କୁମ୍ଭ
କେତୁ ଗ୍ରହ – ସିଂହ
ସୂର୍ଯ୍ୟ – କୁମ୍ଭ ରାଶି
ଚନ୍ଦ୍ର - ସିଂହ ରାଶି
ବୃଷ ରାଶି - ସକାରାତ୍ମକ ପ୍ରଭାବ
ମିଥୁନ ରାଶି - ନକାରାତ୍ମକ ପ୍ରଭାବ
କର୍କଟ - ନକାରାତ୍ମକ ପ୍ରଭାବ
ସିଂହ ରାଶି - ନକାରାତ୍ମକ ପ୍ରଭାବ
କନ୍ୟା ରାଶି - ନକାରାତ୍ମକ ପ୍ରଭାବ
ତୁଳା ରାଶି - ନକାରାତ୍ମକ ପ୍ରଭାବ
ବିଛା - ନକାରାତ୍ମକ ପ୍ରଭାବ
ଧନୁ - ସକାରାତ୍ମକ ପ୍ରଭାବ
ମକର ରାଶି - ନକାରାତ୍ମକ ପ୍ରଭାବ
କୁମ୍ଭ ରାଶି - ନକାରାତ୍ମକ ପ୍ରଭାବ
ବି.ଦ୍ର: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ମାନ୍ୟତା ଉପରେ ଆଧାରିତ ତଥା କେବଳ ସୂଚନା ପାଇଁ ଦିଆଯାଇଛି ।
ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ, ଏହି ସମୟରେ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ଏଠାରେ ଆମେ ଆପଣଙ୍କୁ ଚନ୍ଦ୍ରଗ୍ରହଣ ଦିନ ଗ୍ରହ ସ୍ଥିତି, ସୂତକ ସମୟ ଏବଂ ୧୨ଟି ରାଶି ଉପରେ ଏହାର ପ୍ରଭାବ ବିଷୟରେ କହିବୁ ।
- ଚନ୍ଦ୍ର ଗ୍ରହଣ ଭାରତରେ କେତେବେଳେ ହେବ ?
ଚନ୍ଦ୍ରୋଦୟ – ସନ୍ଧ୍ୟା ୬:୨୬ଟା
ଗ୍ରହଣ ସମୟ- ୩ ଘଣ୍ଟା ୨୭ ମିନିଟ୍
- ଗ୍ରହଣ ବେଳେ ଗ୍ରହଗୁଡ଼ିକର ସ୍ଥିତି
ଶୁକ୍ର – ମୀନ ରାଶି
ମଙ୍ଗଳ – କୁମ୍ଭ
ବୃହସ୍ପତି - ମିଥୁନ ରାଶି
ଶନି – ମୀନ ରାଶି
ରାହୁ ଗ୍ରହ – କୁମ୍ଭ
କେତୁ ଗ୍ରହ – ସିଂହ
ସୂର୍ଯ୍ୟ – କୁମ୍ଭ ରାଶି
ଚନ୍ଦ୍ର - ସିଂହ ରାଶି
- ୧୨ଟି ରାଶି ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ କ’ଣ ହେବ ?
ବୃଷ ରାଶି - ସକାରାତ୍ମକ ପ୍ରଭାବ
ମିଥୁନ ରାଶି - ନକାରାତ୍ମକ ପ୍ରଭାବ
କର୍କଟ - ନକାରାତ୍ମକ ପ୍ରଭାବ
ସିଂହ ରାଶି - ନକାରାତ୍ମକ ପ୍ରଭାବ
କନ୍ୟା ରାଶି - ନକାରାତ୍ମକ ପ୍ରଭାବ
ତୁଳା ରାଶି - ନକାରାତ୍ମକ ପ୍ରଭାବ
ବିଛା - ନକାରାତ୍ମକ ପ୍ରଭାବ
ଧନୁ - ସକାରାତ୍ମକ ପ୍ରଭାବ
ମକର ରାଶି - ନକାରାତ୍ମକ ପ୍ରଭାବ
କୁମ୍ଭ ରାଶି - ନକାରାତ୍ମକ ପ୍ରଭାବ
ବି.ଦ୍ର: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ମାନ୍ୟତା ଉପରେ ଆଧାରିତ ତଥା କେବଳ ସୂଚନା ପାଇଁ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories