Missile Attack / ଇସ୍ରାଏଲ ମିସାଇଲ ମାଡରେ ରକ୍ତରଞ୍ଜିତ ସ୍କୁଲ, ୫୭ ଛାତ୍ରୀଙ୍କ ମୃତ୍ୟୁ ଦାବି
·4 months ago·2 min read

Key Points
ଦକ୍ଷିଣ ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ମିସାଇଲ ମାଡରେ ଟଳି ପଡିଲେ ନିରୀହ ଛାତ୍ର
୫୭ ଛାତ୍ରୀଙ୍କ ମୃତ୍ୟୁ ଦାବି କଲା ଇରାନ
ମିସାଇଲ ମାଡରେ ଟଳି ପଡିଲେ ନିରୀହ ଛାତ୍ର
୫୭ ଛାତ୍ରୀଙ୍କ ମୃତ୍ୟୁ ଦାବି କଲା ଇରାନ
ଇସ୍ରାଏଲ ଆଜି ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ରାଜଧାନୀ ତେହେରାନ ସମେତ ଅନେକ ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଏହି ସମୟରେ ଦକ୍ଷିଣ ଇରାନର ହୋର୍ମୁଜଗାନ ପ୍ରଦେଶର ମିନାବ ସହରରେ ଏକ ବାଳିକା ପ୍ରାଥମିକ ବିଦ୍ୟାଳୟ ଉପରେ ଏକ କ୍ଷେପଣାସ୍ତ୍ର ପଡ଼ିବାରୁ ଏଯାବତ ପ୍ରାୟ ୫୭ ଜଣ ଛାତ୍ରୀ ପ୍ରାଣ ହରାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଇରାନ ଦାବି କରିଛି ।
ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଇରାନର ରାଷ୍ଟ୍ରାୟତ୍ତ ସଂସ୍ଥା IRNA (ଇସଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି) ଏହି ସୂଚନା ଦେଇଛି । କୁହାଯାଉଛି ଯେ କ୍ଷେପଣାସ୍ତ୍ରଟି ନିକଟସ୍ଥ ରିଭୋଲ୍ୟୁସନରୀ ଗାର୍ଡ ବେସକୁ ଲକ୍ଷ୍ୟ କରି ପକାଯାଇଥିଲା, କିନ୍ତୁ ଏହା ସ୍କୁଲ ଉପରେ ପଡ଼ିଥିଲା । ସ୍କୁଲ କୋଠା ଧ୍ୱଂସାବଶେଷରେ ପରିଣତ ହୋଇଥିଲା ଏବଂ ଆଖପାଖ ଅଞ୍ଚଳ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ।
ପଢନ୍ତୁ ଏହି ଖବର: ଇସ୍ରାଏଲ-ଇରାନ ମଧ୍ୟରେ ଭୀଷଣ ଯୁଦ୍ଧ; ବଢିଲା ଭାରତର ଟେନସନ୍
ଅଧିକ ଖବର ପଢନ୍ତୁ...

- ଆକ୍ରମଣ କେତେବେଳେ ଏବଂ କିପରି ହୋଇଥିଲା ?
ପଢନ୍ତୁ ଏହି ଖବର: ଇସ୍ରାଏଲ-ଇରାନ ମଧ୍ୟରେ ଭୀଷଣ ଯୁଦ୍ଧ; ବଢିଲା ଭାରତର ଟେନସନ୍
- ଇରାନର ଜବାବୀ ଆକ୍ରମଣ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories