Kim Jong Un Missing / କୁଆଡ଼େ ଗଲେ ଡିକ୍ଟେକ୍ଟର କିମ୍ ଜୋଙ୍ଗ ଉନ୍ ? ଆସୁନାହାନ୍ତି ନଜର, କେବେ ଏମିତି ହୋଇନି
·11 hours ago·3 min read

Key Points
ସବୁବେଳେ ନିଜ ଉପସ୍ଥିତି ଜାହିର କରନ୍ତି
ଏବେ କୁଆଡ଼େ ଗଲେ କିମ୍ ଜୋଙ୍ଗ ଉନ୍
ଉତ୍ତର କୋରିଆ ମୁଖ୍ୟ ଗାଏବ ନେଇ ଚର୍ଚ୍ଚା
ଏବେ କୁଆଡ଼େ ଗଲେ କିମ୍ ଜୋଙ୍ଗ ଉନ୍
ଉତ୍ତର କୋରିଆ ମୁଖ୍ୟ ଗାଏବ ନେଇ ଚର୍ଚ୍ଚା
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଅନେକ ଦିନ ଧରି ନଜର ଆସିନାହାନ୍ତି । ପ୍ରାୟ ୨ ମାସ ହେଲାଣି କିମଙ୍କୁ କୌଣସି ସରକାରୀ କାର୍ଯ୍ଯକ୍ରମ କିମ୍ବା ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ । କିମ୍ ହେଉଛନ୍ତି ସେହି ବ୍ୟକ୍ତି, ଯିଏକି କେବେ ହେଲେ ନିଜର ଉପସ୍ଥିତି ଜାହିର କରିବାର ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ତାଙ୍କୁ ଉତ୍ତର କୋରିଆର ପ୍ରତ୍ୟେକ ଛୋଟବଡ଼ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ । ଏବେ ସେ ଅନେକ ଦିନ ଧରି ଦେଖିବାକୁ ନ ମିଳିବା ପରେ ତାଙ୍କ ଗାଏବ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ନା କୌଣସି ଉଦଘାଟନ, ନା କୌଣସି ବଡ଼ ସର୍ବସାଧାରଣ ପ୍ରୋଗ୍ରାମ ବା କୌଣସି ସଦ୍ୟ ଫଟୋ..କେଉଁଠି ବି ତାଙ୍କୁ ଦେଖିବାକୁ ମିଳିନାହିଁ । ଏପରିକି କୋରିଆ ଯୁଦ୍ଧ ଶେଷ ହେବାର ୭୩ତମ ବାର୍ଷିକୀରେ ମଧ୍ୟ ତାଙ୍କ ଦେଖା ମିଳିନଥିଲା । ଏଥିଲାଗି ଏବେ ପ୍ରଶ୍ନ ଉଠୁଛି ଯେ ଉତ୍ତର କୋରିଆର ସବୁଠୁ ଶକ୍ତିଶାଳୀ ନେତା ଏବେ କେଉଁଠି ?
ପଢନ୍ତୁ ଏହି ଖବର: ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...

- ଶେଷ ଥର କେଉଁଠି ଦିଶିଥିଲେ ?
- ଅଫିସର ଆସିଲେ, କିନ୍ତୁ କିମ୍ ନଥିଲେ
- କୁଆଡ଼େ ଗଲେ କିମ୍ ଜୋଙ୍ଗ ?
ପଢନ୍ତୁ ଏହି ଖବର: ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...
- ମୃତ୍ୟୁ ହୋଇଥାଇପାରେ କି କାରଣ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories