Bihar Election Update / ବିହାରରେ ପୁଣି ଥରେ ନୀତିଶ ସରକାର ନା ଜେତସ୍ଵୀ କରିବେ କରିସ୍ମା ?
·8 months ago·2 min read

Key Points
ମଇଦାନରେ ଥିବା ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ। ଏହା ପୂର୍ବରୁ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ।
ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି। ୨୦ ଜିଲ୍ଲାର ୧୨୨ ବିଧାନସଭା ସିଟରେ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମଇଦାନରେ ଥିବା ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ। ଏହା ପୂର୍ବରୁ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ। ଯେଉଁଥିରେ ପୂର୍ବାନୁମାନ କରାଯିବ ଯେ ବିହାରରେ କାହାର ସରକାର ହେବାକୁ ଯାଉଛି। କେଉଁ ଦଳ କେତୋଟି ସିଟ୍ ଜିତି ପାରିବେ ଏବଂ କାହାର ପଲ୍ଲା ଭାରି ରହିବ।
ଏହାସହ ପଢ଼ନ୍ତୁ: ବିହାରରେ ଶେଷ ପର୍ଯ୍ୟାୟ ମତଦାନ; ୧୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା
ବିହାରରେ ନୀତିଶ କୁମାରଙ୍କ ନେତୃତ୍ଵରେ ଏନଡିଏ କ୍ଷମତାରେ ରହିଛି। ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିଟି ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ମେଣ୍ଟ ନିର୍ବାଚନ ଜିତି ଆସିଛି। ୨୦୧୫ରେ ମହାମେଣ୍ଟ ଜିତିଥିଲେ ହେଁ ନୀତିଶ କୁମାରଙ୍କ ଜେଡିୟୁ ମହାମେଣ୍ଟରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ମହାମେଣ୍ଟରୁ ସଂପର୍କ ଛିନ୍ନ କରି ପୁଣି ଏନଡିଏରେ ସାମିଲ ହୋଇଥିଲେ। ଏଥର ନିର୍ବାଚନରେ କ୍ଷମତାସୀନ ଏନଡିଏ ଓ ବିରୋଧୀ ମହାମେଣ୍ଟ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି।
ନିର୍ବାଚନୀ ରଣନୀତିକାରରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନସୂରାଜ, ଅସଦୁଦ୍ଦୀନ ଓଓ୍ଵେସୀଙ୍କ ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁସିଲମିନ(ଏଆଇଏମଆଇଏମ) ନିର୍ବାଚନକୁ ତ୍ରିକୋଣୀୟ କରିବାକୁ ଉଦ୍ୟମ କରିଥିଲେ। ଏଥର ଏନଡିଏକୁ ମହାମେଣ୍ଟ ସହ ପିକେଙ୍କ ପାର୍ଟିରୁ ମଧ୍ୟ କଡ଼ା ଟକ୍କର ମିଳୁଛି। ବିହାର ବିଧାନସଭାରେ ମୋଟ୍ ଆସନ ସଂଖ୍ୟା ୨୪୩ । ଏଥିରେ ୧୨୧ ଆସନରେ ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ତେବେ ଦେଖାଯାଉ କାହା ପଲ୍ଲା ଭାରି ରହିବ।
ଏହାସହ ପଢ଼ନ୍ତୁ: ବିହାରରେ କ'ଣ ହେବ ପ୍ରଶାନ୍ତଙ୍କ ଭାଗ୍ୟ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories