Char Dham / କରିପାରିବେନି ରିଲ୍ସ, ବ୍ଲଗ; ମନ୍ଦିର ପରିସରରେ ବ୍ୟାନ୍ ହେଲା ମୋବାଇଲ୍ ଫୋନ ଓ କ୍ୟାମେରା
·7 months ago·2 min read

Key Points
ଉତ୍ତରାଖଣ୍ତର ଚାରିଧାମ ଯାତ୍ରା ସମୟରେ ଏହି ମୋବାଇଲ ଫୋନ୍ ଏବଂ କ୍ୟାମେରା ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ଯାହାକି ଚଳିତ ବର୍ଷଠାରୁ ଲାଗୁ କରାଯିବ ।
ନୂଆଦିଲ୍ଲୀ: ଚାରିଧାମ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ପ୍ରତିବନ୍ଧକ । ଏଣିକି ମନ୍ଦିର ପରିସରରେ ବ୍ୟବହାର କରିପାରିବେନି ମୋବାଇଲ ଫୋନ୍ ଏବଂ କ୍ୟାମେରା । ଦର୍ଶନ କରିବା ପୂର୍ବରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଫୋନ୍ ଏବଂ କ୍ୟାମେରା ଜମା କରାଯିବ ।
ଉତ୍ତରାଖଣ୍ତର ଚାରିଧାମ ଯାତ୍ରା ସମୟରେ ଏହି ମୋବାଇଲ ଫୋନ୍ ଏବଂ କ୍ୟାମେରା ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ଯାହାକି ଚଳିତ ବର୍ଷଠାରୁ ଲାଗୁ କରାଯିବ । ଚାରିଧାମ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ କଟକଣା ଲଗା ଯାଇଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ବନାଇପାରିବେ ନାହିଁ ରିଲ୍ ଓ ବ୍ଲଗ୍ ।
ଏଥିସହ ପଢ଼ନ୍ତୁ: ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ
ଉତ୍ତରାଖଣ୍ତର ଚାରିଧାମ ଯାତ୍ରା ସମୟରେ ମୋବାଇଲ ଫୋନ୍ ଏବଂ କ୍ୟାମେରା ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ଜିଲ୍ଲା ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧୀକ୍ଷକ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ ହୋଇଛି । ଯାହାପରେ ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି, "ମୋବାଇଲ ଫୋନ୍ ଏବଂ କ୍ୟାମେରାକୁ ଅନୁମତି ଦେବା ଦ୍ୱାରା ଦର୍ଶନରେ ବହୁ ବାଧା ଉପୁଜୁଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧାର୍ମିକ ସ୍ଥଳରେ ରିଲ୍ ଏବଂ ବ୍ଲଗ କରିବା ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ଭିତରେ ମୋବାଇଲ ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଭାରତୀୟ ଖେଳାଳିଙ୍କ ଭିତରେ ଫାଟ, ଧ୍ରୁବଙ୍କ ଉପରେ ରାଗି ହାତ ଉଠାଇଲେ ଜୟସୱାଲ !
ଏହି ନିଷ୍ପତ୍ତି ଅନାବଶ୍ୟକ ବିବାଦକୁ ରୋକିବା ସହିତ ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ଭକ୍ତି ଏବଂ ଏକାଗ୍ରତାର ସହିତ ତୀର୍ଥଯାତ୍ରା କରିବାକୁ ମଧ୍ୟ ଅନୁମତି ଦେବ । ସରକାର ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳାକୁ ବିଚାରକୁ ନେଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଗଡ଼ୱାଲ କମିଶନର ।
ଗତ ବର୍ଷ ୫୦ ଲକ୍ଷ ଭକ୍ତ ଚାରିଧାମ ଦର୍ଶନ କରିଥିଲେ । ଚଳିତ ବର୍ଷ ତୀର୍ଥଯାତ୍ରାକୁ ଆହୁରି ସୁଗମ ଏବଂ ସହଜ କରିବା ପାଇଁ ପ୍ରୟାସ କରାଯିବାକୁ ପ୍ରଶାସନ ଉଦ୍ୟମ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରିଛି ।