Modi Putin Friendship / ସାରା ବିଶ୍ବରେ ମୋଦି-ପୁଟିନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା: ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ
·7 months ago·2 min read

Key Points
ଏହି ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ।
ଦୁଇ ଦିନିଆ ଭାରତ ଗସ୍ତରେ ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ପ୍ରାୟ ୩୦ ଘଣ୍ଟା ରହିବେ। ପୁଟିନଙ୍କ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ କରାଯାଇଛି। ପାଞ୍ଚ ଥାକିଆ ସୁରକ୍ଷା ବଳୟରେ ରହିବେ ରୁଷ୍ ରାଷ୍ଟ୍ରପତି। ପାଖରେ ସଶସ୍ତ୍ର ସୁରକ୍ଷାବାହିନୀ, ଭିଡରେ ସିକ୍ରେଟ୍ ଗାର୍ଡଙ୍କ ସମେତ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି ସ୍ନାଇପର। ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ଏହାସହ ପଢ଼ନ୍ତୁ: ଗୋଟିଏ କାରରେ ଗଲେ ମୋଦି-ପୁଟିନ୍, ପ୍ରଧାନମନ୍ତ୍ରୀ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ଭାବେ ଜଣାଶୁଣା । ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ । ତେବେ ଏହି ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ।
ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତ-ଋଷିଆ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ ହେବ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ପ୍ରମୁଖ ଚୁକ୍ତିନାମା।
ଏହାସହ ପଢ଼ନ୍ତୁ: ଭାରତରେ ପହଞ୍ଚିଲେ ପୁଟିନ୍, ପ୍ରୋଟକଲ୍ ଭାଙ୍ଗି ସ୍ବାଗତ କଲେ PM ମୋଦି
ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ଏବଂ ଭାରତ-ରୁଷ ସମ୍ପର୍କର ଭବିଷ୍ୟତ ବିଷୟରେ ମଧ୍ୟ ପଚରାଯାଇଥିଲା । ସାକ୍ଷାତକାର ସମୟରେ ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ବିଶ୍ୱ ଭାରତର ଅଟଳ ନୀତି ଦେଖିଛି ଏବଂ ଦେଶ ଏହାର ନେତୃତ୍ୱ ଉପରେ ଗର୍ବ କରିବା ଉଚିତ । ପୁଟିନ ଏହା ମଧ୍ୟ କହିଛନ୍ତି ଭାରତ ଏବଂ ରୁଷ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଦ୍ୱିପାକ୍ଷିକ କାରବାର ସଫଳତାର ସହ ସମାପ୍ତ ହୋଇଛି।
ଏହାସହ ପଢ଼ନ୍ତୁ: ଗୋଟିଏ କାରରେ ଗଲେ ମୋଦି-ପୁଟିନ୍, ପ୍ରଧାନମନ୍ତ୍ରୀ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ଭାବେ ଜଣାଶୁଣା । ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ । ତେବେ ଏହି ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ।
Подарил Президенту Путину экземпляр Бхагавад-гиты на русском языке. Учения Гиты вдохновляют миллионы людей по всему миру.@KremlinRussia_E pic.twitter.com/vQWG75l5IE
— Narendra Modi (@narendramodi) December 5, 2025ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତ-ଋଷିଆ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ ହେବ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ପ୍ରମୁଖ ଚୁକ୍ତିନାମା।
ଏହାସହ ପଢ଼ନ୍ତୁ: ଭାରତରେ ପହଞ୍ଚିଲେ ପୁଟିନ୍, ପ୍ରୋଟକଲ୍ ଭାଙ୍ଗି ସ୍ବାଗତ କଲେ PM ମୋଦି
ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ଏବଂ ଭାରତ-ରୁଷ ସମ୍ପର୍କର ଭବିଷ୍ୟତ ବିଷୟରେ ମଧ୍ୟ ପଚରାଯାଇଥିଲା । ସାକ୍ଷାତକାର ସମୟରେ ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ବିଶ୍ୱ ଭାରତର ଅଟଳ ନୀତି ଦେଖିଛି ଏବଂ ଦେଶ ଏହାର ନେତୃତ୍ୱ ଉପରେ ଗର୍ବ କରିବା ଉଚିତ । ପୁଟିନ ଏହା ମଧ୍ୟ କହିଛନ୍ତି ଭାରତ ଏବଂ ରୁଷ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଦ୍ୱିପାକ୍ଷିକ କାରବାର ସଫଳତାର ସହ ସମାପ୍ତ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories