|
logo
Live
Argus News App
GET APP

Argus News - ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର , ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର

Odisha

ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର , ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର

Swayangprajna Mishra
Browse all articles by Swayangprajna Mishra
·1 year ago
ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର , ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର

ଅର୍ଗସ ବ୍ୟୁରୋ :  ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର । ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ମୋ ବସର ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ | ଏଣିକି ଭୁବେନେଶ୍ବର ଭିତରେ ମୋ ବସ୍‌ର ସ୍ପିଡ଼ ଲିମିଟ ହେବ 40କିମି । ବାହାରକୁ ଯାଉଥିବା ବସ୍‌ର ସ୍ପିଡ଼ ଲିମିଟ ରହିବ 50 କିମି ।

ଅଧିକ ପଢନ୍ତୁ : ଓଲଟିଲା ମୋ ବସ୍‌, ୧୫ରୁ ଅଧିକ ଆହତ

ଲାଇସେନ୍ସ ଚେକିଂ ହେବ । ଲାଇସେନ୍ସ ଥିଲେ ଗାଡିରେ ଚଢିବେ ଡ୍ରାଇଭର | ଡ୍ରାଇଭର ମଦ୍ୟପାନ କରିଛ କି ନାହିଁ ଚେକ କରାଯିବ | ଟେଷ୍ଟ ହେଇ ଗାଡିରେ ଚଢିବେ ଏବଂ ଗାଡ଼ିରୁ ଓଲ୍ହାଇଲା ପରେ ଟେଷ୍ଟ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର , ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର | Argus News