Hardik Pandya Controversy / ମାହିକା ଶର୍ମାଙ୍କ ସହ କଣ ନିର୍ବନ୍ଧ କଲେ ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା?
·9 months ago·2 min read

Key Points
ମାହିକାଙ୍କ ଆଙ୍ଗୁଠିରେ ଏକ ଚମକଦାର ହୀରା ମୁଦି, ଯାହା ଗୁଜବ ସୃଷ୍ଟି କରିଛି ଯେ ହାର୍ଦ୍ଦିକ ତାଙ୍କ ପ୍ରେମିକା ମାହିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି।
ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମା ଗତ କିଛି ଦିନ ହେଲା ନିଜ ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ-ମଡେଲ ମାହିକା ଶର୍ମା ଏବେ ଖୋଲାଖୋଲି ଭାବରେ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଦମ୍ପତି ଲଗାତାର ସୋସିଆଲ ମିଡିଆରେ ସେମାନଙ୍କର ପ୍ରେମଭରା ଫଟୋ ଶେୟାର କରୁଛନ୍ତି। କିନ୍ତୁ ଏହି ସମସ୍ତ ସୁନ୍ଦର ଫଟୋ ମଧ୍ୟରେ, ଗୋଟିଏ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମାହିକାଙ୍କ ଆଙ୍ଗୁଠିରେ ଏକ ଚମକଦାର ହୀରା ମୁଦି, ଯାହା ଗୁଜବ ସୃଷ୍ଟି କରିଛି ଯେ ହାର୍ଦ୍ଦିକ ତାଙ୍କ ପ୍ରେମିକା ମାହିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି।
ଏହାସହ ପଢ଼ନ୍ତୁ: ରୋହିତଙ୍କ ପାଇଁ ଅଶୁଭ 'ନଭେମ୍ବର ୧୯', ପ୍ରଥମେ ହାରିଲେ ବିଶ୍ବକପ୍ ଫାଇନାଲ...ଏବେ ହରାଇଲେ ନମ୍ବର-୧ ସ୍ଥାନ
ପ୍ରକୃତରେ, ହାର୍ଦ୍ଦିକ ନିକଟରେ ମାହିକା, ତାଙ୍କ ପୁଅ ଅଗସ୍ତ୍ୟ ଏବଂ ତାଙ୍କ ପାଳିତ କୁକୁର ସହିତ ତାଙ୍କର “ବିଗ ୩” ଉତ୍ସବ ପାଳନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ, ଦମ୍ପତି ଏକାଠି ପୂଜା କରୁଥିବାର ଦେଖାଯାଉଛି, ଏବଂ ମାହିକା ତାଙ୍କ ବାମ ଆଙ୍ଗୁଠିରେ ଏକ ଚମକଦାର ହୀରା କିଙ୍ଗ ସାଇଜ ମୁଦି ପିନ୍ଧିଥିବାର ଦେଖାଯାଉଛି।
ଏହା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତୁରନ୍ତ ଅନୁମାନ କରିବା ଆରମ୍ଭ କରିଦେଲେ ଯେ ଏହି ଦମ୍ପତି ନିର୍ବନ୍ଧ କରିସାରିଛନ୍ତି। ଏହି ଫଟୋଗୁଡ଼ିକରେ ଉଭୟ ପାରମ୍ପରିକ ପୋଷାକରେ ଦେଖାଯାଇଛନ୍ତି। ଗୋଟିଏ ଫଟୋରେ ହାର୍ଦ୍ଦିକ ମାହିକାଙ୍କୁ ଗାଲରେ ଚୁମ୍ବନ ଦେଉଥିବାର ମଧ୍ୟ ଦେଖାଯାଇଛି।
ଏହାସହ ପଢ଼ନ୍ତୁ: ICC ଜାରି କଲା ବିଶ୍ବକପ୍ କାର୍ଯ୍ୟସୂଚୀ, ଗୋଟିଏ ଗ୍ରୁପ୍ରେ ନାହାନ୍ତି ଭାରତ-ପାକିସ୍ତାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଦିନ ପୂର୍ବରୁ ମାହିକା ନିଜେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ତାଙ୍କ ବାମ ହାତରେ ଏକ ମୁଦି ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ବର୍ତ୍ତମାନ, ହାର୍ଦ୍ଦିକ କିମ୍ବା ମାହିକା ନିର୍ବନ୍ଧ ଗୁଜବ ଉପରେ ପ୍ରତିକ୍ରିୟା ଦେଇନାହାନ୍ତି।
ଲୋକମାନେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି
ଜଣେ ଉଭୟଙ୍କ ଫଟୋକୁ ନେଇ କମେଣ୍ଟ କରିଛନ୍ତି ଦୁଇ ଜଣ ସାଥୀରେ ଭଲ ଦେଖାଯାଉଛନ୍ତି। ନିର୍ବନ୍ଧ କରିଛନ୍ତି ନାହ ନାହିଁ ଜଣାପଡ଼ୁନି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ସେମାନଙ୍କ ଲାଇଫରେ କିଛି ବି ହୋଇପାରେ ନିର୍ବନ୍ଧ କରିସାରିଥିବେ। ସେମାନେ ଆମ ଭଳି ସାଧାରଣ ଲୋକ ନୁହନ୍ତି। କିଛି ବି ଅସମ୍ଭବ ନୁହେଁ।
ହାର୍ଦ୍ଦିକ ଗତ ଅକ୍ଟୋବରରେ ମାହିକାଙ୍କ ସହିତ ନିଜ ରିଲେଶନସିପ କନଫର୍ମ କରିଥିଲେ। ଦୁଇଜଣ ସେବେଠାରୁ ଉଭୟ ଇନଷ୍ଟାରେ ଫଟୋ ଶେୟାର କରନ୍ତି। ଏହାପୂର୍ବରୁ ହାର୍ଦ୍ଦିକ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି। କିନ୍ତୁ ଗତବର୍ଷ ଅକ୍ଟୋବର ମାସରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉଭୟ ଛାଡ଼ପତ୍ର ଦେଇସାରିଛନ୍ତି।

Related Topics
Explore more stories