Bluetooth blast / ଅସହ୍ୟ ଗରମ; ବାଇକ୍ ଚଲାଉଥିଲେ ଯୁବକ, ବେକରେ ଫାଟିଲା ବ୍ଲୁଟୁଥ୍ ଇଅରଫୋନ୍
·1 hour ago·2 min read

Key Points
ପ୍ରଚଣ୍ଡ ଖରାରେ ଆକ୍ତାମାକ୍ତା ଅଧା ଦେଶ
ଅସହ୍ୟ ଗରମରୁ ବୈଦ୍ୟୁତିକ ଉପକରଣ ବି ବାଦ୍ ପଡ଼ିନି
ଖରାଦିନେ ବ୍ଲୁଟୁଥ୍ ବ୍ୟବହାର କରୁଥିଲେ ସାବଧାନ
ବାଇକ୍ ଚଲାଇବାବେଳେ ଫାଟିଛି ବ୍ଲୁଟୁଥ୍ ଇଅରଫୋନ୍

ଏବେ ଅଧା ଦେଶରେ ପ୍ରଚଣ୍ଡ ଖରା ହେଉଛି । ଦିନରେ ଅସହ୍ୟ ଗରମ ଓ ରାତିରେ ବି ବାୟୁମଣ୍ଡଳ ଉଷ୍ମ ରହୁଛି । ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାରି ଭିତରେ ଏକ ଭୟାନକ ଖବର ଆସିଛି । ବାଇକ୍ ଚଲାଉଥିବାବେଳେ ଚାଳକଙ୍କ ବେକରେ ଫାଟିଛି ବ୍ଲୁଟୁଥ୍ ଇଅରଫୋନ୍ । ବିହାର ଛପରା ଜିଲ୍ଲାରୁ ଆସିଛି ଏହି ଖବର । ବାଇକ ଚାଳକଙ୍କୁ ଗମ୍ଭୀର ଆଘାତ ଲାଗିଥିବାବେଳେ ଏବେ ତାଙ୍କ ଚିକିତ୍ସା ଜାରି ରହିଛି ।
ଆହତ ଯୁବକ ଜଣକ ହେଉଛନ୍ତି ନଗର ଥାନା ଅଞ୍ଚଳର କଟହରି ବାଗ ଆର୍ଯ୍ୟନଗର ଅଧିବାସୀ ଘନଶ୍ୟାମ ମିଶ୍ରା । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଛପରା ସଦର ହସ୍ପିଟାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି । ଏବେ ପ୍ରବଳ ଖରା ଗରମରେ ବୈଦ୍ୟୁତିକ ଉପକରଣ ବି ଗରମ ହୋଇଯାଉଛି । ଏଣୁ ଆପଣ ମୋବାଇଲ, ଇଅରଫୋନ, ଇଅରବଡ୍ ଆଦି ବ୍ୟବହାର କରୁଥିବା ସମୟରେ ସାବଧାନ ରହିବା ଉଚିତ ।
ଏହାପରେ ଘନଶ୍ୟାମ ତୁରନ୍ତ ବାଇକକୁ ରଖିଥିଲେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳୁଥିବା ପୋଷାକକୁ ଚିରିଦେଇଥିଲେ । ଏହି ବିସ୍ଫୋରଣରେ ତାଙ୍କର ଛାତି ଓ ବେକ ତଳ ଭାଗ ଜଳିଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବାରୁ କିଛି ବଡ଼ ଅଘଟଣରୁ ଘନଶ୍ୟାମ ବର୍ତ୍ତିଯାଇଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ଏବେ ସେ ଘରକୁ ଫେରିଛନ୍ତି ।
ପଢନ୍ତୁ ଏହି ଖବର: ପ୍ୟାଣ୍ଟ ପକେଟ୍ରେ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଲେ ଯୁବକ

- ବିସ୍ଫୋରଣକୁ ନେଇ ଏମିତି କହିଲେ ଆହତ
ଏହାପରେ ଘନଶ୍ୟାମ ତୁରନ୍ତ ବାଇକକୁ ରଖିଥିଲେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳୁଥିବା ପୋଷାକକୁ ଚିରିଦେଇଥିଲେ । ଏହି ବିସ୍ଫୋରଣରେ ତାଙ୍କର ଛାତି ଓ ବେକ ତଳ ଭାଗ ଜଳିଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବାରୁ କିଛି ବଡ଼ ଅଘଟଣରୁ ଘନଶ୍ୟାମ ବର୍ତ୍ତିଯାଇଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ଏବେ ସେ ଘରକୁ ଫେରିଛନ୍ତି ।
- ବ୍ୟାଟେରୀ ଓଭରହିଟ୍ ଯୋଗୁଁ ବିସ୍ଫୋରଣ
ପଢନ୍ତୁ ଏହି ଖବର: ପ୍ୟାଣ୍ଟ ପକେଟ୍ରେ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଲେ ଯୁବକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories