Power Plant Blast / ପାୱାର୍ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ; ଫାଟିଲା ବୟଲର୍, ୧୦ ମୃତ
·3 hours ago·2 min read

Key Points
ଛତିଶଗଡ଼ର ଏକ ପାୱାର୍ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ
ବୟଲର୍ ଟ୍ୟୁବ୍ ଫାଟିବାରୁ ୧୦ ଜଣଙ୍କ ମୃତ୍ୟୁ, ୪୦ ଗୁରୁତର
ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ
ବୟଲର୍ ଟ୍ୟୁବ୍ ଫାଟିବାରୁ ୧୦ ଜଣଙ୍କ ମୃତ୍ୟୁ, ୪୦ ଗୁରୁତର
ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ
ଛତିଶଗଡ଼ ଶକ୍ତି ଜିଲ୍ଲା ସିଙ୍ଘତରାଇଠାରେ ଥିବା ଏକ ପାୱାର ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ବୟଲର୍ ଟ୍ୟୁବ୍ ଫାଟିବାରୁ ଏହି ବିସ୍ଫୋରଣ ଘଟିଛି । ଅଘଟଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ମଙ୍ଗଳବାର ଅପରାହ୍ନ ୨ଟାରେ ଘଟିଛି, ଯେତେବେଳେ ପ୍ରତିଦିନ ପରି ପ୍ଲାଣ୍ଟରେ କାର୍ଯ୍ୟ ଚାଲିଥିଲା । ହଠାତ୍ ବିସ୍ଫୋରଣ ଘଟିବା ପରେ ପୂରା ଅଞ୍ଚଳରେ ଖୁବ ଜୋର ଶବ୍ଦ ହୋଇଥିବାବେଳେ ହଇଚଇ ସୃଷ୍ଟି ହୋଇଥିଲା ।
ଶକ୍ତି ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରଫୁଲ ଠାକୁର ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଘଟଣା ପରେ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
ପଢନ୍ତୁ ଏହି ଖବର: ମାରୁତି ଭ୍ୟାନ୍କୁ ପିଟିଲା ସିମେଣ୍ଟ ମିକ୍ସର୍ ଗାଡ଼ି; ଚାଲିଗଲା ୧୧ ଜୀବନ

- ବହୁ ଦୂରକୁ ଶୁଭିଲା ବୟଲର ବିସ୍ଫୋରଣ ଶବ୍ଦ
- ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି
ପଢନ୍ତୁ ଏହି ଖବର: ମାରୁତି ଭ୍ୟାନ୍କୁ ପିଟିଲା ସିମେଣ୍ଟ ମିକ୍ସର୍ ଗାଡ଼ି; ଚାଲିଗଲା ୧୧ ଜୀବନ
- ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
सक्ती जिले में सिंघीतराई स्थित 'वेदांता पावर प्लांट' में बॉयलर फटने से हुई भीषण दुर्घटना की सूचना अत्यंत दुःखद एवं पीड़ादायक है।
— Vishnu Deo Sai (@vishnudsai) April 14, 2026
इस दुर्घटना में कुछ श्रमिकों के निधन और घायल होने का समाचार अत्यंत व्यथित करने वाला है। मेरी गहरी संवेदनाएँ शोकाकुल परिजनों के साथ हैं। ईश्वर से…
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories