Massive Landslide / ଭୟଙ୍କର ଭୂସ୍ଖଳନ; ଭୁଶୁଭୁଶୁ ହୋଇ ଭାଙ୍ଗିଲା କୋଠା, ସାମ୍ନାକୁ ଆସିଲା ଛାତିଥରା ଭିଡିଓ
·1 hour ago·3 min read

Key Points
ହୋଟେଲକୁ କୋଠା ସବୁ ଭାଙ୍ଗିଲା
ପ୍ରବଳ ବର୍ଷା ପରେ ଭୂସ୍ଖଳନ
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ
ପ୍ରବଳ ବର୍ଷା ପରେ ଭୂସ୍ଖଳନ
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ
ଡେରାଡୁନ: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି । ବିଶେଷ କରି ପାହାଡିଆ ଏବଂ ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଛି। ବିଭିନ୍ନ ରାଜ୍ୟରୁ ବନ୍ୟା ଜଳ ରାସ୍ତାରେ ପ୍ରବାହିତ ହେଉଥିବାବେଳେ ଭୂସ୍ଖଳନର ରିପୋର୍ଟ ଆସିଛି । ଏବେ ସୋସିଆଲ ମିଡିଆରେ ଭୂସ୍ଖଳରନ ଏକ ଛାତିଥରା ଭିଡିଓ ବେଶ ଭାଇରାଲ ହେଉଛି, ଯାହାକି ଦେବଭୂମି ଉତ୍ତରାଖଣ୍ଡର । ଏହି ଦୃଶ୍ୟଗୁଡ଼ିକ ନିରନ୍ତର ବର୍ଷା ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ସ୍ପଷ୍ଟ କରିଛି ।
ଉତ୍ତରାଖଣ୍ଡର ତେହରି ଗଡ଼ୱାଲ ଜିଲ୍ଲାର ସୁରକନ୍ଦାଦେବୀ ମନ୍ଦିର ନିକଟ କଡୁଖାଲରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଲଗାତାର ବର୍ଷା ଯୋଗୁଁ ତଳ ମାଟି ବତୁରି ଯାଇଥିବାରୁ ଏକ ହୋଟେଲ ଏବଂ ନିକଟରେ ଥିବା ଏକ ଘରର ଅଧା ଭାଗ ଭୁଶୁଡ଼ି ପଡ଼ିଛି । କିଛି ସେକେଣ୍ଡ ମଧ୍ୟରେ ଘର କାଗଜ ଘର ପରି ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୌଭାଗ୍ୟବଶତଃ ଘଟଣା ଘଟିବା ସମୟରେ ଉଭୟ କୋଠା ଭିତରେ କେହି ନଥିଲେ, ଯାହା ଏକ ବଡ଼ ଦୁର୍ଘଟଣାକୁ ରୋକି ଦେଇଛି ।
ପଢନ୍ତୁ ଏହି ଖବର: ୨୪ ଘଣ୍ଟାରେ ଦି'ଥର ଧସିଲାଣି ପାହାଡ଼; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଭୟରେ ଲୋକେ

- ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ
A terrifying landslide video....!!!!
— PRATEEK BAJPAI (@prateekbajpai07) July 9, 2026
Video of damage caused by incessant torrential rain in Uttarakhand's Tehri district are now emerging; due to the continuous downpour, a section of a hotel and a house came crashing down in a matter of seconds. Fortunately, there was no loss… pic.twitter.com/N5slmXogp6
- ରାସ୍ତାରେ ଫାଟ, ଘରେ ଫାଟ
ପଢନ୍ତୁ ଏହି ଖବର: ୨୪ ଘଣ୍ଟାରେ ଦି'ଥର ଧସିଲାଣି ପାହାଡ଼; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଭୟରେ ଲୋକେ
- କାହିଁକି ଲଗାଣ ବର୍ଷା ଭୂସ୍ଖଳନର ଆଶଙ୍କା ବୃଦ୍ଧି କରେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories