Plane Catches Fire / ହଠାତ୍ ବିମାନ ଚକରେ ଅବତରଣ ବେଳେ ଲାଗିଲା ନିଆଁ, ଥିଲେ ୨୭୮ ଯାତ୍ରୀ
·3 hours ago·2 min read

Key Points
ନେପାଳ ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣା
ହଠାତ୍ ଅବତରଣ ବେଳେ ବିମାନ ଚକରେ ଲାଗିଲା ନିଆଁ
ହଠାତ୍ ଅବତରଣ ବେଳେ ବିମାନ ଚକରେ ଲାଗିଲା ନିଆଁ
ନେପାଳ ରାଜଧାନୀ କାଠମାଣ୍ଡୁରୁ ଆସିଲା ବଡ଼ ଖବର । ଏଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବିମାନ ଆଜି ସକାଳ ୬.୪୫ଟାରେ ଅବତରଣ କରିବା ସମୟରେ ଏହାର ଚକରେ ନିଆଁ ଲାଗିଯାଇଥିବା ସୂଚନା । ଏହାପରେ ପୂରା ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା । ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ବିମାନରେ ପ୍ରାୟ ୨୭୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ, ଯେଉଁଥିରେ ୪ ଜଣ ଛୋଟ ପିଲାଙ୍କ ସହିତ ଚାଳକ ଦଳର ୧୧ ଜଣ ସଦସ୍ୟ ବି ସାମିଲ ।
ପଢନ୍ତୁ ଏହି ଖବର: ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ
- କଣ ପୂରା ଘଟଣା ?
Nepal | A Turkish Airlines aircraft’s tyre catches fire while landing at Tribhuvan International Airport in Kathmandu. The fire has been doused and all passengers have been evacuated, confirmed the police.
— ANI (@ANI) May 11, 2026
“The Turkish Airlines TK 726 was en route to Kathmandu from Istanbul and…
- ବିମାନରେ ଥିଲେ ବରିଷ୍ଠ ଅଧିକାରୀ
ପଢନ୍ତୁ ଏହି ଖବର: ବିମାନ ଉଡ଼ାଣ ବେଳେ ଫେଲ୍ ହୋଇଗଲା ଇଞ୍ଜିନ୍, ଲାଗିଲା ନିଆଁ; ୬ ଯାତ୍ରୀ ଆହତ
- ବିମାନ ଯାତ୍ରା ପ୍ରଭାବିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories