Content Creator Death / କିଏ ରିଦ୍ଧି ଠାକର ? ସଡ଼କ ଦୁର୍ଘଟଣାରେ ମାତ୍ର ୨୪ ବର୍ଷ ବୟସରେ ଆଖି ବୁଜିଲେ..
·2 weeks ago·2 min read

Key Points
ବୟସ ମାତ୍ର ୨୪ ବର୍ଷ
ସାଉଣ୍ଟିଥିଲେ ଅନେକ ପ୍ରଶଂସା
ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ
ହେଲେ ଅକାଳରେ ଚାଲିଗଲା ଜୀବନ
ସାଉଣ୍ଟିଥିଲେ ଅନେକ ପ୍ରଶଂସା
ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ
ହେଲେ ଅକାଳରେ ଚାଲିଗଲା ଜୀବନ
ମୁମ୍ବାଇର ୨୪ ବର୍ଷୀୟା ରିଦ୍ଧି ଠାକ୍କର । ନିଜର ବାଇକ୍ ଚାଳନା ଏବଂ ଦୂର ଯାତ୍ରା କରିବାକୁ ବେଶ ଭଲ ପାଉଥିଲେ । ଜଣେ ଲୋକପ୍ରିୟ ବାଇକର ତଥା କଣ୍ଟେଣ୍ଟ କ୍ରିଏଟର ଭାବେ ନିଜର ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲେ । କିଏ ଜାଣିଥିଲେ ସେ ଏତେ କମ ବୟସରେ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ବୋଲି । ଛତିଶଗଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।
ରିଦ୍ଧି ଅନ୍ୟ ୨୩ ଜଣ ସାଥୀ ବାଇକ୍ ଚାଳକଙ୍କ ସହିତ ବସ୍ତରର ସୁନ୍ଦର ଉପତ୍ୟକା ବୁଲିବାକୁ ବାହାରିଥିଲେ, କିନ୍ତୁ ଏହି ଯାତ୍ରା ଦୁଃଖଦ ହୋଇଗଲା । ରିଦ୍ଧି ଠାକ୍କର ଜଣେ କଣ୍ଟେଣ୍ଟ କ୍ରିଏଟର ଏବଂ ସୋସିଆଲ ମିଡିଆରେ ତାଙ୍କ ସାଇକେଲ ଚଲାଇବାର ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରୁଥିଲେ, ଯାହାକୁ ହଜାର ହଜାର ଲୋକ ପସନ୍ଦ କରିଥିଲେ । ହେଲେ ଆଉ ନିଜ ନୂଆ ନୂଆ ଭିଡିଓ ପୋଷ୍ଟ କରିବେନି ରିଦ୍ଧି । ଅକାଳରେ ସେ ଖୁବ କମ ବୟସରେ ଆରପାରିକୁ ଚାଲିଯାଇଛନ୍ତି ।

- ଦୁର୍ଘଟଣାଟି କିପରି ଘଟିଲା?
- ବାଇକ୍ରୁ ଛିଟିକି ପଡ଼ିଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବଡ଼ ଅଘଟଣ; ପୁରୀ ଷ୍ଟେସନରେ ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନଚ୍ୟୁତ୍
- କେମିତି ଥିଲା ତାଙ୍କ ଜୀବନ ?
Related Topics
Explore more stories