Strong Earthquake / ଶକ୍ତ ଭୂମିକମ୍ପ ଝଟକାରେ ଥରିଲା ଜାପାନ; ସୁନାମି ଆଲର୍ଟ ପରେ ଆତଙ୍କ
·2 hours ago·2 min read

Key Points
ହଠାତ୍ ଶକ୍ତ ଭୂମିକମ୍ପରେ ଥରିଲା ଜାପାନ
ରିକ୍ଟର ସ୍କେଲରେ ତୀବ୍ରତା ୭.୪
ରିକ୍ଟର ସ୍କେଲରେ ତୀବ୍ରତା ୭.୪
ଆଜି ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଉତ୍ତର ଜାପାନରେ ୭.୪ ତୀବ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଛି । ପ୍ରଶାସନ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ, ବିଶେଷକରି ହୋକ୍କାଇଡୋର ଇୱାଟେରେ ରହୁଥିବା ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନ କିମ୍ବା ଉଚ୍ଚ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ କହିଛି । ସମୁଦ୍ରରେ ୩ ମିଟର ଉଚ୍ଚ ଢେଉ ଉଠିପାରେ, ଯାହା ଉପକୂଳରେ ପହଞ୍ଚିବା ସମୟରେ କ୍ଷତି କରିପାରେ ବୋଲି ଆଶଙ୍କା କରାଯାଇଛି ।
ପଢନ୍ତୁ ଏହି ଖବର: ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ
- ଅନେକ ଥର ମାଡ଼ି ଆସିପାରେ ସମୁଦ୍ର
- ସମୁଦ୍ର କୂଳରେ ନ ରହିବାକୁ ପରାମର୍ଶ
ପଢନ୍ତୁ ଏହି ଖବର: ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ
- ଜାପାନରେ କାହିଁକି ଅଧିକ ଭୂମିକମ୍ପ ହୁଏ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories