Boat Accident / ବୃନ୍ଦାବନରେ ବୁଡ଼ିଲା ବୋଟ୍; ୧୦ ଶ୍ରଦ୍ଧାଳୁ ମୃତ, ବୋଟ୍ ଚାଳକଙ୍କୁ ଫେରିଯିବାକୁ କହୁଥିଲେ ଯାତ୍ରୀ
·5 months ago·3 min read

Key Points
ବୃନ୍ଦାବନ କାଶୀ ଘାଟରେ ଷ୍ଟିମର ଦୁର୍ଘଟଣା
ଏବେ ଯାଏଁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସ୍ପଷ୍ଟ
୧୪ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ
ଏବେ ଯାଏଁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସ୍ପଷ୍ଟ
୧୪ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ
ବୃନ୍ଦାବନର କାଶୀ ଘାଟରେ ଯମୁନା ନଦୀରେ ବୋଟ୍ ଓଲଟିବା ଘଟଣା । ଏହି ଭୟଙ୍କର ଦୁର୍ଘଟଣାକୁ ୧୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏବେ ବି ତୀର୍ଥଯାତ୍ରୀଙ୍କ କୌଣସି ସନ୍ଧାନ ମିଳିନାହିଁ । NDRF, SDRF, ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ବୁଡ଼ାଳିଙ୍କ ଦ୍ଵାରା ସନ୍ଧାନ କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଏବେ ବି ଅନେକ ଶ୍ରଦ୍ଧାଳୁ ନିଖୋଜ ଅଛନ୍ତି । ତେବେ ଏହି ବୋଟ୍ ବା ଷ୍ଟିମରରେ ପ୍ରାୟ ୩୭ ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ ।
ନିଖୋଜ ତୀର୍ଥଯାତ୍ରୀମାନେ ହେଉଛନ୍ତି ମାଣିକ ଟଣ୍ଡନ, ପଙ୍କଜ ମାଲହୋତ୍ରା, ଋଷଭ ଶର୍ମା, ୟଶ ଭଲ୍ଲା ଏବଂ ମୋନିକା । ସେମାନଙ୍କ ପରିବାର ବୃନ୍ଦାବନର କାଶୀ ଘାଟରେ ପହଞ୍ଚିଛନ୍ତି, ଯେଉଁଠାରେ ଦୁର୍ଘଟଣା ଘଟିଥିଲା । ପରିବାରର ଚିନ୍ତା ବଢ଼ିବାରେ ଲାଗିଛି ଏବଂ ସେମାନେ ଉଦ୍ଧାରକାରୀ ଦଳଠାରୁ ଯଥାଶୀଘ୍ର ସେମାନଙ୍କ ପ୍ରିୟଜନଙ୍କ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।
- ଏବେ ବି ଅନେକ ନିଖୋଜ

- ପୋଲିସ କଣ କହୁଛି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୦ ଜଣ ଭକ୍ତଙ୍କ ମୃତ୍ୟୁ
- ଦୁର୍ଘଟଣାଟି କିପରି ଘଟିଲା ?
ପଢନ୍ତୁ ଏହି ଖବର: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?
କୁହାଯାଉଛି ଯେ ତୀର୍ଥଯାତ୍ରୀମାନେ ବୋଟ୍ ଚାଳକଙ୍କୁ ଫେରିଯିବାକୁ ଅନୁରୋଧ କରୁଥିଲେ, କିନ୍ତୁ ସେ ସେମାନଙ୍କୁ ଅଣଦେଖା କରି ଡଙ୍ଗାକୁ ଆଗକୁ ଚଳାଇ ଚାଲିଥିଲେ । ଏହି ସମୟରେ ଡଙ୍ଗାଟି ଏକ ବ୍ରିଜ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଦୁର୍ଘଟଣା ଘଟିଥିଲା । ଅନ୍ୟପକ୍ଷରେ, ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ₹୨ ଲକ୍ଷ ଏବଂ ଆହତଙ୍କ ପାଇଁ ₹୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
Related Topics
Explore more stories