ପୁଅର ଶବ ସହ ରହିବାକୁ ଚାହୁଁଥିଲା ସିଇଓ ମା', ଆଉ ୫ ଦିନ ବଢ଼ିଲା ରିମାଣ୍ଡ ଅବଧି
by Argus News
Tue, Jan 16 | 5:45 p.m.

ଅର୍ଗସ ବ୍ୟୁରୋ : କର୍ଣ୍ଣାଟକ ସିଇଓ ଗୋଆରେ ନିଜ ପୁଅକୁ ହତ୍ୟା କରିବା ଘଟଣା । ଅଭିଯୁକ୍ତ ସିଇଓ ସୂଚନା ସେଠର ରିମାଣ୍ଡ ଅବଧି ଆଉ ୫ ଦିନ ବୃଦ୍ଧି କରାଯାଇଥିବା ବେଳେ ପୋଲିସର ଜେରାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ସେଠ ଗୋଆର ଏକ ଆପର୍ଟମେଣ୍ଟରେ ନିଜ ପୁଅକୁ ହତ୍ୟା କରି ଟାକ୍ସି ସାହାଯ୍ୟରେ ବ୍ୟାଗରେ ପୁଅର ଶବ ନେଇ କର୍ଣ୍ଣାଟକ ଚାଲିଯାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ତେବେ ଜେରା ବେଳେ ଜଣାପଡ଼ିଛି ଯେ ଜାନୁଆରୀରେ ଦୁଇ ଥର ଗୋଆ ଆସିଥିଲେ ସୂଚନା । ସେହିପରି ନିଜ ପୁଅର ଶବ ନିଜ ଘରେ ରଖିବାକୁ ତାଙ୍କ ସହିତ ନେଇଯାଇଥିଲେ ବୋଲି ସେ କହିଛନ୍ତି । ଏକଥା ଶୁଣିବା ପରେ ପୋଲିସ ଜଣେ ସାଇକାଟ୍ରିଷ୍ଟଙ୍କ ଉପସ୍ଥିତରେ ସୂଚନାଙ୍କୁ ଜେରା କରିଥିବା ସୂଚନା ମିଳିଛି । ସୂଚନା ପୂର୍ବରୁ କହିଥିଲେ ସେ ତାଙ୍କ ସ୍ବାମୀଙ୍କୁ ଘୃଣା କରୁଥିବାରୁ ତାଙ୍କ ପୁଅକୁ ହତ୍ୟା କରିଥିଲେ । କାରଣ ତାଙ୍କ ସ୍ବାମୀଙ୍କ ଭଳି ଦେଖାଯାଉଥିଲା ତାଙ୍କ ପୁଅ ।

ରୋଡ ସୋ'
6m ago
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
33m ago
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ