ବସ୍‌ ଡେ' ରେ  ନିଜ ବସ୍‌ଙ୍କୁ ପଠାନ୍ତୁ  ଧନ୍ୟବାଦ ମ୍ୟାସେଜ୍‌ 
by Argus News
Wed, Oct 16 | 4:25 p.m.

ନୂଆଦିଲ୍ଲୀ:  ବସ୍‌ ଆମ ଜୀବନର  ଏକ ଗୁରୁତ୍ୱପୂର୍ଣ୍ଣ  ଅଂଶ।  ଆମେ ତାଙ୍କୁ  କେବେ କେବେ ଖୁବ୍‌ ପସନ୍ଦ କରିଥାଉ ତ ଆଉ କେବେ ବିଲ୍‌କୁଲ ମଧ୍ୟ ନୁହେଁ। କିନ୍ତୁ ବହୁତ ଏମିତି  ବି ବସ୍‌  ଅଛନ୍ତି  ଯିଏ ନିଜ  କର୍ମଚାରୀଙ୍କ ପାଇଁ ଅନ୍ଧକାରରେ ଆଲୋକ ଭାବରେ କାର୍ଯ୍ୟ କରିଥାନ୍ତି।  କ୍ୟାରିୟରରେ ଆଗକୁ  ବଢିବା ପାଇଁ ସୁଯୋଗ ତ ଦେଇଥାନ୍ତି  ଏଥିସହିତ  ଭଲ ଦିନ, ଖରାପ ଦିନରେ  ମନୋବଳକୁ ବୃଦ୍ଧି କରିବାରେ ସାଥ୍‌ ଦେଇଥାନ୍ତି।  ଏପରି ବସ୍‌ଙ୍କୁ ଆଜି  ଧନ୍ୟବାଦ କହିବାର ଦିନ।   

ପ୍ରତିବର୍ଷ  ୧୬ ଅକ୍ଟୋବର  ଦିନ  ବସ୍‌ ଡେ ପାଳନ କରାଯାଇଥାଏ।  ଏହି ଦିନକୁ ସାରା ବିଶ୍ୱରେ ଭିନ୍ନ ଭିନ୍ନ ଶୈଳିରେ  ପାଳନ କରାଯାଇଥାଏ।  ତେବେ ଏହି ଦିନ କୁ ପାଳନ କରିବା ପାଇଁ ପ୍ରଥମେ ୟୁଏସ୍‌ ରେ ୧୯୫୮ରେ  ଆରମ୍ଭ ହୋଇଥିଲା।  ଏହି ଦିନରେ  ନିଜ ବସ୍‌ କୁ ଧନ୍ୟବାଦ ଜଣାଇବା ପାଇଁ ଦିନଟି।    

ଅଧିକ ପଢନ୍ତୁ ଭାରତ  ଖବର 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ