10 କେଜି ଗଂଜେଇ ଜବତ, ଜଣେ ଗିରଫ 
by Argus News
Tue, Mar 12 | 5:45 p.m.

ବୌଦ୍ଧ: ଗୁଡ଼ପଡା ଛକ ନିକଟରେ 10 କେଜି ଗଂଜେଇ ଜବତ, ଜଣେ ଗିରଫ । ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ଗୁଡ଼ପଡା ଛକ ନିକଟରେ 10କେଜି ଗଂଜେଇ ଜବତ, ଜଣେ ଗିରଫ l ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସ୍ପି ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରି ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗୁଡ଼ପଡ଼ା କଲେଜ ରୋଡ଼ ନିକଟରେ ବାହାର ଜିଲ୍ଲାକୁ ଗଂଜେଇ ଚାଲାଣ କରୁଥିବା ବେଳେ ବାଉଁଶୁଣି ପୋଲିସ ମାଡି ବସିଥିଲା ।

10 କେଜି ଗଂଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କେସ ନଂ 38/24 ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗୁଡପଡା ଗ୍ରାମର ବିକ୍ରମ ଶାଣ୍ଢ ବୋଲି ଜଣା ପଡିଲା l ଆଜି ତାକୁ କୋଟ ଚାଲାଣ କରାଯାଇଛି । ଏନେଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି l 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

KAREENA KAPOOR
1m ago
କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ୍‌, ୭ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ: ବେବୋଙ୍କୁ କୋର୍ଟରୁ ନୋଟିସ୍‌। ମାନେ ବଲିଉଡ ଅଭିନେତ୍ରୀ ର କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ ମିଳିଛି। ଯେଉଁ ଖବର ଏବେ ଚର୍ଚ୍ଚାର ବିଷ
CEO
12m ago
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସାମ୍ବାଦିକ ସମ୍ମିଳନୀ
ଅର୍ଗସ ବ୍ୟୁରୋ : ଆସନ୍ତା ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟର
PUMPKIN SEEDS
21m ago
କଖାରୁ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ମ୍ୟାଗ୍ନେସିୟମ୍, ପ୍ରୋଟିନ୍ ଭରପୂର ହୋଇ ରହିଛି
ଅର୍ଗସ ବ୍ୟୁରୋ : ଦେହ ପାଇଁ ବହୁତ ଭଲ ହୋଇଥାଏ ଶୁଖିଲା ଫଳ । ତା ଭିତରୁ ଗୋଟିଏ ହୋଇଥାଏ କଖାରୁ ମଂଜି । ଏହି ମଂଜି ସ୍ଵାସ୍ଥ ପାଇଁ ବହୁତ ଭଲ ହେଇଥାଏ । ଆସନ୍ତୁ ଜାଣିବା ଏହା କେମିତି କାମ କରେ