ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍ 
by Argus News
Mon, Sep 16 | 8:59 p.m.

ଅର୍ଗସ ବ୍ୟୁରୋ: ତୃତୀୟ ପାଳି ମୋଦି ସରକାରକୁ ପୁରଣ ହୋଇଛି ଶହେ ଦିନ । ଏହି ଅବସରରେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଲଞ୍ଚ୍ କରିଛନ୍ତି ଏକାଧିକ ବୃହତ୍ତ ପ୍ରକଳ୍ପ । ମୋଦି 3.0 ଶାସନ କାଳର ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି ସରକାର । 3 ଲକ୍ଷ କୋଟି ମୂଲ୍ୟର  ବିଭିନ୍ନ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ଶିକ୍ଷା, ସ୍ବାସ୍ଥ୍ୟ, ଶକ୍ତି, ସୁରକ୍ଷା, ରେଳ ଓ ସଡ଼କ ପଥ ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର । 

ତୃତୀୟ ପାଳି ସରକାର ଗଠନର ପ୍ରଥମ ଦିନରେ ଆଗାମୀ ଶହେ ଦିନ ପାଇଁ ନିଆଯାଇଥିବା ସଂକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି । ବଡ଼ ଲକ୍ଷ୍ୟ ହାସଲ ପାଇଁ ଜାରି ରହିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ