ବାଇକ, ଚେନ ଓ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ
by Argus News
Wed, Apr 03 | 3:07 p.m.

ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଏରାଗୋଲା ଗ୍ୟାଙ୍ଗ । ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବାଇକ , ଚେନ ଲୁଟ କରିବା ସହ ରାସ୍ତାରେ ଆସୁଥିବା ଗାଡିରୁ ଲୁଟ କରୁଥିଲେ ଏହି ଗ୍ୟାଙ୍ଗ । ଏବେବି ଗ୍ୟାଙ୍ଗର ଆହୁରି ୪ ରୁ ୫ ଜଣଙ୍କୁ ଗିରଫ କରିବାକୁ ସର୍ଚ୍ଚ ଜାରି ରଖିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ଘର ଗଞ୍ଜାମ ଜିଲ୍ଲାରେ । କମିଶନରେଟ ପୋଲିସ ଅଧୀନରେ ୨୩ ଟି ଏବଂ ବାହାରେ ମିଶାଇ ୨୭ଟି ମାମଲା ଏହି ଗ୍ୟାଙ୍ଗ ନାମରେ ରହିଛି । ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଲଡ ଚେନ ୧୭ ଟି, ମୋବାଇଲ ଫୋନ, ୬ଟି ଚୋରା ବାଇକ, ଲୁଟରେ ବ୍ୟବହୃତ ସାମଗ୍ରୀ ସହ ୨ ଲକ୍ଷରୁ ଉର୍ଦ୍ଧ ନଗଦ ଅର୍ଥ ଜବତ କରିଛି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ