୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ
by Argus News
Thu, Apr 04 | 8:03 p.m.

ଅର୍ଗସ ବ୍ୟୁରୋ :  ୧୧ ସହରରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହେଲା । ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ସିଜିନର ସର୍ବୋଚ୍ଚ ଦିନ ତାପମାତ୍ରା 42 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ ୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ : ଆଜି ବି କଲବଲ କରିବ ତାତି

ସେହିଭଳି ମାଲକାନଗିରିରେ ୪୧.୬ ଡ଼ିଗ୍ରୀ, ଟିଟିଲାଗଡରେ  ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ  ଓ ଭବାନୀପାଟଣାରେ ତାପମାତ୍ରା ଥିଲା ୪୧ ଡିଗ୍ରୀ । ଭବାନୀପାଟଣା: ୪୧ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ,  ସମ୍ବଲପୁର ୪୦.୪ ଡ଼ିଗ୍ରୀ, ତାଳଚେର: ୪୦.୪ ଡ଼ିଗ୍ରୀ ରହିଥିଲା । 
 

ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର