କଟ୍‌ନୀ ଛଟ୍‌ନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକୁ ନେଇ ବନ୍ଦ ଡାକରା
by Argus News
Sat, Jan 20 | 9:15 a.m.

ଅର୍ଗସ ବ୍ୟୁରୋ:  ଟିଟିଲାଗଡ଼ ଆଜି 12 ଘଣ୍ଟିଆ ବନ୍ଦ ଡାକରା। ଗୁଡ଼ଭେଳା ବ୍ଲକ ନୁଆଁପଡା ପେକ୍ସ ରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ତୁଷୁରା ଓ ଗୁଡ଼ଭେଳା ବ୍ଲକ 12 ଘଣ୍ଟିଆ ବନ୍ଦ ରହିବ । ସକାଳ 6 ରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା। ତୁଷୁରା ୟୁଥ ଏକ୍ସନ କମିଟି ଓ ଚାଷୀ ସଂଗଠନ ପକ୍ଷରୁ ବନ୍ଦ ଡାକରା। ଦୋକାନ, ବଜାର,ସ୍କୁଲ, କଲେଜ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରଣ ହୁଙ୍କାର
now
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍
ଛୋଟ ଛୋଟ କଥାରେ
4m ago
ଛୋଟ ଛୋଟ କଥାରେ ଯଦି ଆପଣ ରାଗିଯାଉଛନ୍ତି......ଏହି ଉପାୟ ଆପଣାନ୍ତୁ
ଅର୍ଗସ ବ୍ୟୁରୋ: ଯଦି ତୁମେ ଭାବୁଛ ଯେ ତୁମେ ଯାହା କହୁଛ ସବୁ ଠିକ୍, ତେବେ ପ୍ରଥମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କର କାରଣ ତୁମେ ଯାହା ଦୃଷ୍ଟିକୋଣରୁ ଠିକ୍ ଭାବରେ ବିଚାର କରୁଛ, ତାହା ଅନ୍
DELHI COURT REMANDS
10m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ