ଜଙ୍ଗଲ ବିଭାଗ ପକ୍ଷରୁ ୧୩୨ଟି କେନ୍ଦୁଗଣ୍ଡି ଜବତ
by Argus News
Sun, Mar 31 | 1:44 p.m.

ବଲାଙ୍ଗିର:  ଲେବଡା ଅଞ୍ଚଳରୁ ଜଙ୍ଗଲ ବିଭାଗ ପକ୍ଷରୁ ୧୩୨ଟି କେନ୍ଦୁଗଣ୍ଡି ଜବତ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ସଦର ଫରେଷ୍ଟ ବିଟ ଅନ୍ତର୍ଗତ ଲେବଡା ପଞ୍ଚାୟତରେ ଥିବା ଏକ ଗୋଚରରେ  ଚାଷ ଜମିର ପାଳଗଦାରେ ଲୁଚାଇ ରଖାଯାଇଥିବା ୧୩୨ ଖଣ୍ଡ ମୂଲ୍ୟବାନ କେନ୍ଦୁଗଣ୍ଡି।  ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି ।

ଏହି ସ୍ଥାନକୁ ଏତେ ସଂଖ୍ୟକ କେନ୍ଦୁଗଣ୍ଡି ନେଇ କିଏ ଗଚ୍ଛିତ କରି ରଖିଥିଲା ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବଡ ବଡ ଚୋରା ଚାଲାଣକାରୀମାନେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି।  ଏହି ଚୋରା ଚାଲାଣ କାରୀମାନେ ସବୁବେଳେ ଜଙ୍ଗଲ ବିଭାଗ ଆଖିରେ ଧୂଳି ଦେଇ ବାରମ୍ବାର ଫେରାର ହୋଇଯାଉଛନ୍ତି । ଜବତ ସମସ୍ତ କେନ୍ଦୁଗଣ୍ଡିକୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

SP
2m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
17m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
39m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍