ଲେବାନନ ଓ ସିରିଆରେ ପେଜର୍‌ ବିସ୍ଫୋରଣ ୧୭ ମୃତ,୨୮ ଶହରୁ ଊର୍ଦ୍ଧ୍ବ ଆହତ
by Argus News
Wed, Sep 18 | 9:38 a.m.

 ଅର୍ଗସ ବ୍ୟୁରୋ:ଲେବାନନ ଓ ସିରିଆରେ ରହସ୍ୟମୟ ଭାବେ ହଜାର ହଜାର ପେଜର୍‌ ବିସ୍ଫୋରଣ ହୋଇଛି,ଲେବାନନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୮ ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଇସ୍ରାଏଲ ବିରୋଧରେ ହମାସ୍‌ର ଯୁଦ୍ଧ ସମର୍ଥନ କରୁଥିବ ଉଭୟ ରାଷ୍ଟ୍ରରେ ହେଜବୁଲ୍ଲା ସଂଗଠନର ସଦସମ୍ୟମାନଙ୍କ ପେଜରରେ ଏକାକାଳୀନ ବିସ୍ଫୋରଣ ଫଳରେ ଏହି ଭଳି ଦୁର୍ଘଟଣା ହଟିଛି । ଅନ୍ୟପକ୍ଷରେ ସିରିଆରେ ମଧ୍ୟ ୨ ଶହରୁ ଅଧିକ ଲୋକ ହୋଇଛନ୍ତି ଆହତ । ଗତକାଲି ସିରିୟା ଓ ଲେବାନନରେ ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ପେଜର ହଠାଚ୍‌ ବିସ୍ଫୋରଣ ହୋଇଥିଲା । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ