ଲାଗି ରହିଛି ବର୍ଷା, ଅସ୍ତବ୍ୟସ୍ତ ହେଲାଣି ଜନଜୀବନ
by Argus News
Wed, Mar 20 | 3:02 p.m.

ଭଦ୍ରକ : ଦୁଇଦିନ ହେଲା ଲାଗି ରହିଛି ବର୍ଷା । ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ । ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କର ଏକର ଏକର ଫସଲ ନଷ୍ଟ ହୋଇଯାଇଛି ।  ବଙ୍ଗୋପ ସାଗରରେ ଗୁରୁଚାପ ବଳୟ ଲାଗିରଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ଧରି ଅଦନିଆ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ଭଦ୍ରକ ଜିଲ୍ଲାରେ ମଧ୍ୟ ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଗତକାଲି ମଧ୍ୟରାତ୍ରିରୁ ବର୍ଷା ସାଙ୍ଗକୁ ପବନ ଓ ଘଡ଼ ଘଡ଼ି ହୋଇଥିଲା ।

ଅଧିକ ପଢନ୍ତୁ : ଯାଜପୁରରେ ଲଗାାଣବର୍ଷା ଜାରି

ଫଳରେ ସକାଳୁ ସକାଳୁ ମଧ୍ୟ ତୁହାକୁ ତୁହା ଝିପି, ଝିପି ବର୍ଷା ଲାଗି ରହିବା ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହିଭଳି ବର୍ଷା ଯଦି ଲାଗି ରହେ ତାହା ହେଲେ ଭଦ୍ରକ ସହରରେ ତଳିଆ ଅଞ୍ଚଳରେ ଜଳମଗ୍ନ ହେବା ନେଇ ଆଶଙ୍କା କରାଯାଉଛି । ତେବେ ପୌରପାଳିକାରେ ଜଳମଗ୍ନ ହେଲେ ସମସ୍ତ ପ୍ରକାରର ଜମି ଥିବା ପାଣିକୁ ନିଷ୍କାସନ କରିବାର ମଧ୍ୟ ପ୍ରସ୍ତୁତ ରହିଥିବା ପୌର ପ୍ରଶାସନ ସୂଚନା ଦେଇଛନ୍ତି । 

RING ROAD
14m ago
ଖୁବଶୀଘ୍ର ସମ୍ବଲପୁର ଓ ଭୁବନେଶ୍ୱର ରିଙ୍ଗ ରୋଡ଼ ନିର୍ମାଣ କାମ: ନୀତିନ ଗଡ଼କରୀ
ଅର୍ଗସ ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା। ଆକ୍ଟୋବରରୁ ଆରମ୍ଭ ହେବ ସମ୍ବଲପୁର ଓ ଭୁବନେଶ୍ବର ରିଙ୍ଗ ରୋଡ଼ ନିର୍ମାଣ କାମ। ସମ୍ବଲପୁରରେ ବହ
MODI
20m ago
ରାମ ମନ୍ଦିରରୁ ବାଣୀବିହାର ଯାଏଁ ରୋଡ଼ ସୋ କରିବୋ ମୋଦି
ଅର୍ଗସ ବ୍ୟୁରୋ: ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ସୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ସୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର
ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ