ରାମ ମନ୍ଦିରରୁ ବାଣୀବିହାର ଯାଏଁ ରୋଡ଼ ସୋ କରିବୋ ମୋଦି
by Argus News
Fri, May 10 | 7:26 a.m.

ଅର୍ଗସ ବ୍ୟୁରୋ:  ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ସୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ସୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତକାଲି ଜନପଥରେ ଟ୍ରାଫିକ କଟକଣା ଜାରି କରିଥିଲା କମିଶନରେଟ୍ ପୋଲିସ। ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏସପିଜି। ସେହିପରି ଆସନ୍ତାକାଲି କନ୍ଧମାଳ ,ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନୀ ସଭାକୁ  ସମ୍ବୋଧନ କରିବେ। ତେବେ ନବୀନଙ୍କ ଦିବାସ୍ବପ୍ନ କଟାକ୍ଷର କଣ ଜବାବ ଦେବେ ମୋଦି, ତାକୁ ରହିଛି ଅପେକ୍ଷା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଦିଲ୍ଲୀ-ଏନସିଆରରେ
36m ago
ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜ
GINGER-GARLIC
38m ago
ଆଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟ
ପାଣି ପାଇଁ ହାହା କାର
43m ago
ଫେଲ୍ ମାରିଛି ବସୁଧା ଯୋଜନା, ଡହଳବିକଳ ଦୁର୍ଗମବାସୀ
ମୟୂରଭଞ୍ଜ: ପାଣି ପାଇଁ ହା ହା କାର । ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେ ବି ଖରା ଦିନେ ଦେଉଛି ଧୋକା । ଫେଲ୍ ମାରିଛି ବସୁଧା ଯୋଜନା । ପାଣି ପାଇଁ ଡହଳବିକଳ ହେଉଛନ୍ତ