CMO ରୁ ହଟିଲେ ପୁରୁଣା ଅଫିସର କର୍ମଚାରୀ
by Argus News
Wed, Jun 19 | 1:25 p.m.

ଭୁବନେଶ୍ୱର:  CMOରୁ ହଟିଲେ 22 ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 22 ଅଧିକାରୀ ହଟିଲେ । ପୁରୁଣା ଅଫିସର ହଟିବା ନେଇ ଗୃହ ବିଭାଗର ସୂଚନା । ଜଣେ ଉପସଚିବ, 6 ସେକ୍ସନ ଅଫିସର ସମେତ 22 ଜଣଙ୍କୁ ଅପସାରଣ କରାଯାଇଛି । ମୂଳ ବିଭାଗ ସଂସଦୀୟ ବ୍ୟାପାରକୁ ଗଲେ 20 ଜଣ । ଯୋଜନା ଓ ସଂଯୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣେ ଲେଖାଏଁ ଗଲେ । 

ନୂଆ ବିଜେପି ସରକାର ପରେ ପୂର୍ବର ଅଧିକାରୀ CMOରୁ ବାହାରିଲେ । ତୋଷାମଦିଆ ବାବୁଙ୍କୁ ବାହାର କଲେ ନୂଆ ବିଜେପି ସରକାର । CMO ରୁ ହଟିଲେ ପୁରୁଣା ଅଫିସର କର୍ମଚାରୀ । ଏକ କାଳୀନ CMOରୁ 22 କର୍ମଚାରୀଙ୍କୁ ହଟାଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ପୁରୁଣା ଅଧିକାରୀ । ଜାଣେ ଡେପୁଟି ସେକ୍ରେଟରୀ, 6 ଜଣ ସେକ୍ସନ ଅଫିସର, 15 ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ହଟାଗଲା ।

ଆହୁରି ପଢନ୍ତୁ ଓଡିଶା ଖବର...
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା