ଏନଏସି ମାନ୍ୟତା ଦାବିରେ ଆଜି 24 ଘଣ୍ଟିଆ ବନ୍ଦ ଡାକରା  
by Argus News
Fri, Mar 15 | 12:06 p.m.

ଗଜପତି:  24 ଘଣ୍ଟିଆ ମୋହନା ବନ୍ଦ । ଗଜପତି ଜିଲ୍ଲାର ବୃହତ୍ତମ ବ୍ଳକ ମୋହନାକୁ ଏନଏସି ମାନ୍ୟତା ଦାବିରେ ଆଜି 24 ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆ ଯାଇଛି l

ଆଜି ସକାଳ 6 ଟାରୁ ଆସନ୍ତା କାଲି ସକାଳ 6 ଟା ପର୍ଯ୍ୟନ୍ତ ମୋହନାରେ ବନ୍ଦର ପ୍ରଭାବ ରହିବ ।  ଦୋକାନ ବଜାର ସମେତ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରଠାରୁ ରାୟଗଡାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର